ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ନବରଙ୍ଗପୁର: (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ଆନ୍ତଃ ସ୍କୁଲ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଦଳ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ଷ୍ଟେଡିୟମ ଠାରେ ଆରମ୍ଭ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟାରେ ନବରଙ୍ଗପୁର…
କଣ୍ଟାମାଳ ବିଜେଡିର ଘୋଷିତ ବିଧାୟକ ପ୍ରାର୍ଥୀ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ରୋଡ ଶୋ
(ମା’ ମାହେଶ୍ଵରୀଙ୍କ ଦର୍ଶନରୁ ଆରମ୍ଭ ଓ ମା’ ସମଲେଶ୍ଵରୀଙ୍କ ଦର୍ଶନରେ ଶେଷ ) ବୌଦ୍ଧ(ଚିତ୍ତରଞ୍ଜନସିଂ)ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱରରୁ ଫେରିବା ସମୟରେ ବୁଧବାର ଉଭୟଙ୍କୁ…
ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତ ଅଞ୍ଚଳ ଆଦିମ ଅଧିବାସୀ
(ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା) ହରଭଙ୍ଗା : (ଚିତ୍ତରଞ୍ଜନସିଂ)ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଣୀସାହି ରେ ପହଞ୍ଚି ପାରିନି ସରକାରୀ ଯୋଜନା । ସତେ ଯେମିତି ସରକାର ଙ୍କ ସାବତ…
ଦୁଇ ମୋବାଇଲ ଚୋର ଗିରଫ
ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଥାନା ପକ୍ଷରୁ ଦୁଇ ମୋବାଇଲ ଚୋର ଙ୍କୁ ଗିରଫ କରିଛି ପୋଲିସ l ସୂଚନା ମତେ ହୋଲିପର୍ବ ଦିନ ସନ୍ତୋଷ ମାଝୀ ନିଜ ବାଇକ ଡ଼ିକି ରେ ମୋବାଇଲ ତିନୋଟି ଓ ନଗଦ ୨୨୦୦ ଟଙ୍କା ରଖି…
ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ
ଭୁବନେଶ୍ୱର: ତା ୦୮.୦୪ (କିଶୋର ଦ୍ବିବେଦୀ )ଯୁବ ସମାଜସେବୀ ଏବଂ ପ୍ରତିଭାବାନ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମର ମୂଳବାସିନ୍ଦା ଶ୍ରୀ ଦାଶ, ରଣପୁର ଆସନରୁ…
ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗରେ ଧର୍ମଗଡ ବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଧର୍ମଗଡ଼:୧୦/୪/୨୪ ( ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର MCH ସମ୍ମୁଖରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିକରି ଆଜି ଧର୍ମଗଡବାସୀ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧର୍ମଗଡ…
ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ
( ସଞ୍ଜମ ପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ଏଡ଼ସ ନିରାକରଣ ସମ୍ଭବ ) ଧର୍ମଗଡ଼, ତା ୧୦.୪.୨୦୨୪: (ହେମନ୍ତ କୁମାର ମାଝୀ)ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ…
ବିଜେପି ର କର୍ମୀ ସମ୍ବିଳନୀ ଅନୁଷ୍ଠିତ
ହରଭଙ୍ଗା -( ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ଠାରେ ୯ ନଂ ଜିଲ୍ଲା ପରିଷଦ ଜୋନର କର୍ମୀ ମାନଙ୍କୁ ନେଇ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜୋନ ର ସଭାପତି ଙ୍କ ନେତୃତ୍ୱରେ…
ଘଡ଼ିଆଳ କୁମ୍ଭୀର ସୁରକ୍ଷା ପାଇଁ ମହାନଦୀରେ ଗବେଷଣା
ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ଓଡିଶା ର ସର୍ବ ବୃହତ ଦୀର୍ଘତମ ନଦୀ ମହାନଦୀ ଦୀର୍ଘ ପ୍ରାୟ 110 କିଲୋମିଟର ପ୍ରବାହିତ ହେଉଥିବା ବେଳେ ଜଳଚର ପ୍ରାଣୀ ଅସୁରକ୍ଷିତ ରହୁଛନ୍ତି l ବିଶେସକରି ମାଛ ମାରିବା ପାଇଁ ଅବାଧ୍ୟ ଦିନମାଇଣ୍ଟ…