ଇଂଜିନିୟର ଅକ୍ଷୟ ସାମଲ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ପାରନ୍ତି
ଭୁବନେଶ୍ୱର/ ନୂଆଦିଲ୍ଲୀ:୦୩.୦୪, ବିଶିଷ୍ଟ ସମାଜସେବୀ ଇଂଜିନିୟର ଅକ୍ଷୟ ସାମଲ ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମର ଗ୍ରାମପଞ୍ଚାୟତର ମୂଳବାସିନ୍ଦା ଶ୍ରୀ ସାମଲଙ୍କର ଏହି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।…