ଶାନ୍ତି ପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ଉମେରକୋଟ ପୋଲିସ ଓ CRPF ମିଳିତ ଫ୍ଲାଗ ମାର୍ଚ୍ଚ

ଉମରକୋଟ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଉମେରକୋଟ ନିର୍ବାଚନୀ ରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ…

ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜେପିର ବୁଥ ବିଜୟୀ ଅଭିଯାନ କାର୍ଯ୍ୟକ୍ରମ

(ବୁଥ ବିଜୟୀ ପାଇଁ ଗୁରୁମନ୍ତ୍ର ଦେଲେ ରାଜ୍ୟ କାର୍ଯ୍ୟକର୍ତା) ହରଭଙ୍ଗା ୧୬/୦୪  (ଚିତ୍ତରଞ୍ଜନ ସିଂ)ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ମଙ୍ଗଳ ବାର ଦିନ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବୁଥ ବିଜୟୀ ଅଭିଯାନ କାର୍ଯ୍ୟକ୍ରମ ହରଭଙ୍ଗା…

ଆନ୍ଧ୍ରରେ ଦାଦନ ଶ୍ରମିକକୁ ନିର୍ଯାତନା

ନବରଙ୍ଗପୁର; (ବେଣୁ ଗୋପାଳ ରାଓ)ଆନ୍ଧ୍ରରେ ନିର୍ଯ୍ୟାତନା ପାଉଥିବା ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରଦ୍ଧାର ହୋଇଥିବା ୨୦ ଜଣ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ଝରିଗାଁ, ୨ଜଣ ଚନ୍ଦାହାଣ୍ଡି, ୩ ଜଣ ତେନ୍ତୁ ଗୁଳି ଓ ଜଣେ କୋରାପୁଟ ଜିଲା…

ରଣପୁରରେ ସୁଧୀର ଦାଶଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ

ଭୁବନେଶ୍ୱର:୧୭/୦୪ଯୁବ ସମାଜସେବୀ ଓ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶଙ୍କର ପ୍ରାର୍ଥୀତ୍ବ ସପକ୍ଷରେ ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମ ନିବାସୀ ଶ୍ରୀ ଦାଶ…

ସୀମାନ୍ତ ବିଷୁବ ସାହିତ୍ୟ ଆସର

ନବରଙ୍ଗପୁର ୧୪ /୦୪ ( ବେଣୁ ଗୋପାଳ ରାଓ)ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସୀମାନ୍ତ ପରିବାର, ନବରଙ୍ଗପୁର ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି… ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ କ୍ରାନ୍ତିକାରୀ ଭୁଦାନ ଆନ୍ଦୋଳନର…

ବୌଦ୍ଧ -ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟି ରେ ବସ ଓ ଟ୍ରକ ଧକ୍କା,୨୦ ରୁ ଉର୍ଦ୍ଧ ଆହତ, ୨ ଦୁଇ ଗୁରୁତର

ବୌଦ୍ଧ ରୁ ଫୁଲବାଣୀ ଯାଉଥିଲା ଖମ୍ବେଶ୍ବରୀ ବସ ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୧୫୭   ନମ୍ବର ଜାତୀୟ ରାଜପଥ ବୌଦ୍ଧ -ଫୁଲବାଣୀ ସୀମାନ୍ତ ରାଣୀ ପଥର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପରମ୍ପରା ଓ ବିଶ୍ଵାସ ର ଅନ୍ୟ ନାମ ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା

ଧର୍ମଗଡ:୧୪/୪(ହେମନ୍ତ କୁମାର ମାଝୀ)ଧର୍ମଗଡ ର ଅଧିଷ୍ଠାତ୍ରୀଦେବୀ ମା ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ଆଜି ଶନିବାର ଆରମ୍ଭ ହୋଇ ଯାଇଛି । ଆସନ୍ତା ମଙ୍ଗଳବାର ଦିନ ଏହା ସମ୍ପନ୍ନ ହେବ । ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆଜି ସକାଳୁ…