ସିଵିଏସଇ ଦଶମ ଶ୍ରେଣୀରେ ଧର୍ମଗଡ଼ ଦୁଇ ଛାତ୍ର ପ୍ରଥମ ସ୍ଥାନ ରଖି ସୁନାମ ଅର୍ଜନ କରିଛନ୍ତି
ଧର୍ମଗଡ଼ ୧୪/୫(ହେମନ୍ତ କୁମାର ମାଝୀ)ଚଳିତ ବର୍ଷ ୨୦୨୪ ମସିହା ର ସିଵିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେ ଧର୍ମଗଡ଼ ର ଦୁଇ ଜଣ ଛାତ୍ର ପ୍ରଥମ ସ୍ଥାନ ରଖି ଧର୍ମଗଡ଼ ର ଅର୍ଜୁନ କରିଛନ୍ତି। ଧର୍ମଗଡ଼ ଵସ୍ତିପଡା ର ଶ୍ରୀଯୁକ୍ତ କିରଣ…