କନ୍ଧମାଳ ସଂସଦୀୟ କ୍ଷେତ୍ର ରେ ଜୋର ଧରିଲା ବିଜେଡି ପ୍ରଚାର

ହରଭଙ୍ଗା୧୦/୦୫ (ଚିତ୍ତ ରଞ୍ଜନ ସିଂ)ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିଚାଲିଛି।ବିଭିନ୍ନ ମୁଦା କୁ ନେଇ ଦଳୀୟ ପ୍ରାର୍ଥୀ ମାନେ ପ୍ରଚାର ଚଳେଇଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ବିଜେପି ପ୍ରାର୍ଥୀ…

ବୌଦ୍ଧ କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ରେ ନିରାଡ଼ମ୍ବର ରେ ପାଳିତ ହେଲା ଅକ୍ଷୟ ତୃତୀୟା

ହରଭଙ୍ଗା :୧୦/୦୫ (ଚିତ୍ତ ରଞ୍ଜନ ସିଂ )ଓଡିଶା ଏକ କୃଷି ଭିତିକ ରାଜ୍ୟ l ଆଜି ବୈଶାଖ ମାସ ଶୁକ୍ଳ ପକ୍ଷୟ ତୃତୀୟା ତିଥି l ଓଡିଶା ରେ ପବିତ୍ର ଅକ୍ଷୟ ତୃତୀୟା ବା ମୁଠି ଅନକୁଳ ଭାବେ ପରିଚିତ ଏହି…

ଫୁଲବାଣୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି:ନବୀନ

ହରଭଙ୍ଗା ୧୦/୦୫ (ଚିତ୍ତ ରଞ୍ଜନ ସିଂ )ବିରୋଧୀ ଦଳ ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଵିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ଵିଜୁ ଜନତା ଦଳ (ବିଜେଡ଼ି)…

ବିଜେପି ତରଫରୁ ଲୋକ ସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀ ରୋଡ଼ ସୋ

ଧର୍ମଗଡ଼ ତା ୯/୫(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ରୋଡ଼ ସୋ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିବାକୁ ଲୋକ ସଭା ପ୍ରାର୍ଥୀନୀ ମାଲଵିକା ଦେଓ ଓ ଧର୍ମଗଡ ବିଧାନସଭା…

ତୃତୀୟ ଥର ପାଇଁ କହ୍ନେଇ, ହ୍ୟାଟ୍ରିକ ଲକ୍ଷ ରେ ମହୀଧର ଓ ଆତ୍ମସମ୍ମାନ ଅପେକ୍ଷା ରେ କଂଗ୍ରେସ ର ସରୋଜ

ହରଭଙ୍ଗା –( ଚିତ୍ତରଞ୍ଜନ ସିଂହ ) ଓଡିଶାର ଦ୍ଵିତୀୟ ପର୍ଯ୍ୟାୟର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପରେ ଚଳଚଞ୍ଚଳ ହୋଇଛି ନିର୍ବାଚନ କ୍ଷେତ୍ର । ଏଦିଗରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି,ବିଜେପି ଓ କଂଗ୍ରେସର…

ଘଡ଼ଘଡ଼ି ସହ ବର୍ଷା, ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି

ହରଭଙ୍ଗା (ଚିତ୍ତରଞ୍ଜନସିଂ)ସାରା ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାହ ଜାରି ରହିଥିବା ବେଳେ ତାର ଅନୁଭୂତି ହରଭଙ୍ଗା ଅଞ୍ଚଳ ରେ ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଦିନ ହେବ ପାଗର ସାମାନ୍ୟ ପରିବର୍ତନ ମେଘୁଆ ପାଗ ହେତୁ ଗରମ ରୁ ଟିକେ ତ୍ରାହି…

ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ହେବ ତ୍ରିମୁଖୀ ଲଢେଇ ଭୋଟର ନିରବ, ନିର୍ଣ୍ଣାୟକ ଭୂମିକାରେ ବୌଦ୍ଧ ଏନ ଏ ସି

ହରଭଙ୍ଗା (ଚିତ୍ତରଞ୍ଜନସିଂ)ଆସନ୍ତା ୨୦ ତାରିଖ ରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥିରେ ଯାଉଛି ବୌଦ୍ଧ ନିର୍ବାଚନ ମଣ୍ଡଳୀ। ଆଉ ମାତ୍ର ୧୦  ଦିନର ବ୍ୟବଧାନ। କିନ୍ତୁ ଏପଟେ ଭୋଟର ନିରବ ଓ ନିର୍ବାଚନୀ ପ୍ରଚାର ମଧ୍ୟ ଧିମା।ତେବେ କାହା…