ଶିଶୁ ମାନଙ୍କ ସେବାରେ ସଦା ସମର୍ପିତ ଡାକ୍ତର ପଲଉ ପ୍ରଧାନ,ସମ୍ବର୍ଦ୍ଧିତ କଲା ଜଗନ୍ନାଥ ସେବା ସମିତି

ଧର୍ମଗଡ଼  : ୨୦/୬ (ହେମନ୍ତ କୁମାର ମାଝୀ)ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ ଦୀର୍ଘ ୩୬ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ରହି ଶିଶୁ ମାନଙ୍କ ସେବାରେ ନିୟୋଜିତ ଅଛନ୍ତି। ପଦବୀରୁ ଅବସର ନେବା…

ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁନିଗୁଡା,୧୯।୬ରାୟଗଡ଼ା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅମ୍ବାଦଳା ପ୍ରସିଦ୍ଧ ଦଧିବାହନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରାର ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସୋଇଯାଇଛି। ବରିଷ୍ଠ ସଦସ୍ୟ ରମେଶ ସାମନ୍ତଙ୍କ ଅସ୍ଥାୟୀ ସଭାପତିତ୍ବରେ ବ୍ରାହ୍ମଣ ସେବାୟତ…

ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୁନିଗୁଡା,୧୯।୬ (ରମାକାନ୍ତ ପୋଡାଳ )ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି, ଏହି ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର କାଡାଘାଟି ଗାଁ ରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ…

ନୂତନ ବିଧାୟକ ଭାବେ ଶପଥ ଗ୍ରହଣ

ହରଭଙ୍ଗା ୧୯/୦୬ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ନୂତନ ବିଧାୟକ ଙ୍କ ଶପଥ ଗ୍ରହଣ। ନବ ନିର୍ବାଚିତ ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ ବୁଧବାର ଦିନ ୧୧  ଟା ସମୟରେ ଭୁବନେଶ୍ୱର ସ୍ଥିତ ଓଡିଶା ବିଧାନସଭା…

ଗାନ୍ଧୀ କେନାଲ ର ବହୁବିଧ ସମସ୍ୟା ନେଇ ବିଭାଗୀୟ କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା :୧୯/୦୬ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଲଷ୍ମୀନାଳ ରୁ ହୋଇଥିବା ଗାନ୍ଧୀ କେନାଲ ଖୁଦ୍ର ଜଳ ସେଚନ ପ୍ରକଳ୍ପ ଚାଷ କାର୍ଯ୍ୟ ଉଦେଶ୍ୟ ରେ 2001 ମସିହାରେ ନିର୍ମାଣ କରାଯାଇଥିଲା l ଉକ୍ତ କେନାଲରୁ ତିଲେଶ୍ୱର ଓ ରାମଗଡ…

ନବରଙ୍ଗପୁର ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମିଶନ ଶକ୍ତି ହଲରେ ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା ! ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ନବରଙ୍ଗପୁର ପୌର ପାଳିକା ଚେୟାରମ୍ୟାନ…