ନଭି ମୁମ୍ବାଇର ଖାରଘର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନଭି ମୁମ୍ବାଇ: ୧୫/୦୭/୨୦୨୪ରିଖ ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଥିବା ଜଣାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ବଢିଭୋରରୁ ହରିହର ପୀଠ…

ଚାଳନ୍ତା ଟ୍ରେନ ରୁ ଡେଇଁ ଵୃଦ୍ଧ,ବୃଦ୍ଧା ଗୁରୁତର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ନିକଟ ସିଙ୍ଗାରାମ ରେଳ ଷ୍ଟେସନ ରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି।ପୁରୀ ଜଗଦଲ ପୁର ରଥ ଯାତ୍ରା ସତନ୍ତ୍ର ଟ୍ରେନ ସିଙ୍ଗାରାମ ଷ୍ଟେସନରେ ରଖୁ ନଥିବା ବେଳେ ଡେଇଁ…

ସରକାରୀ ଭୁସମ୍ପତି ଜବରଦଖଲ ଉଛେଦ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜମି ହଡ଼ପ କାରି ଙ୍କ ଉପରେ ପଦକ୍ଷେପ ନେବାକୁ ଦାବି ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧିନସ୍ଥ କୋଇଲିସୂତା ମୌଜା ରେ ସରକାରୀ ଭୁସମ୍ପତି ଜବରଦଖଲ ଉଛେଦ ନେଇ ମଙ୍ଗଳବାର ଦିନ ହରଭଙ୍ଗା ତହସିଲଦାର ଙ୍କ…

ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣରେ ଦୁର୍ନୀତି

ଚିଲଚିଲା ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଗୋଡଭଞ୍ଜା ଛକରେ ବୋର୍ଡରେ ଲେଖାଅଛି ଚିଲଚିଲା ଛକ ବସଷ୍ଟାଣ୍ଡ। ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଚିଲଚିଲା ଠାରୁ ୪କିମି ଦୂର ଗୋଡଭଞ୍ଜା ଗୋଲେଇ ଛକରେ। ଏହାକୁ ନେଇ ସୋମବାର ଧର୍ମଗଡ଼ ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ…

ବାହୁଡ଼ିଲେ ମହାପ୍ରଭୁ। ବାହୁଡା଼ ଯାତ୍ରା ପାଇଁ ଚଳ ଚଞ୍ଚଳ ଆମ୍ବାଦଳା

ମୁନିଗୁଡା  :  (ରମାକାନ୍ତ ପୋଡାଲ )ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା | ମହାରଣା ,ସେବକ ଓ କମିଟି ପକ୍ଷରୁ ଯାଞ୍ଚ କରାଯିବା ପରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। ମାଉସୀ ମା ମନ୍ଦିରରେ…