ବର୍ଷା ଦିନେ ଭି ଉଠୁଛି ବାଲି, ଜିଲ୍ଲା ଖଣିଜ ବିଭାଗ ନାକ ତଳେ ବେଆଇନ୍ କାରବାର

କେସିଙ୍ଗା :  (ପ୍ରୀତେଶ ପଟେଲ) ବର୍ଷା ଦିନେ ଭି ଉଠୁଚି ବାଲି, ଏନ୍ ଜି ଟି ଆଇନ୍ ଅନୁଯାୟୀ ଜୁନ୍ ୬ ତାରିଖରୁ ବାଲି ଉଠାଣ ବନ୍ଦ ରହିବା ନିୟମ ପୂର୍ବରୁ ଚାଲିଆସିଛି ।ହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର ଖଣିଜ…

ମା,ପାଇଁ ଗଛଟିଏ

ହରଭଙ୍ଗା 4/7/24 (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବନଖଣ୍ଡ ମାଧପୁରରେଞ୍ଜ ତଳଗାଁ ଫରେଷ୍ଟ ସେକଶନ କଣ୍ଟିଶ୍ୱର ରେ 75 ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ଯାହାକି ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ବୃକ୍ଷ…

ଭୁତ କୋଠି ପାଲଟିଛି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ,ପ୍ରଶାସନ ର ପଡୁନି ଦୃଷ୍ଟି, ରୋଗୀ ହନ୍ତସନ୍ତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଜାତୀୟ ଆୟୁଷ ମିଶନ ଓଡିଶା ସରକାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଇଲାକା କୁସଙ୍ଗ ଓ ଜିଲ୍ଲା ର ପ୍ରବେଶ ପଥ ମାଧପୁର ଠାରେ 1971ମସିହାରେ ସରକାରୀ ହୋମିୟ ପ୍ୟାଥିକ…

ନବରଙ୍ଗପୁର ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର  : ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିନୋଦ ଝା ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ଇତିହାସ ବିଭାଗ…

ଜନସଂଖ୍ୟା ନିୟନ୍ତ୍ରଣ ସଚ଼େନେତା ରଥ ଶୁଭାରମ୍ଭ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡ଼ାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର ଶୁଭାରମ୍ଭ କରିଥିଲେ।…

ଦାଦନ ଶ୍ରମିକ ମୃତ୍ୟୁ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ହୋଇଛି ମୃତ୍ୟୁ l ବିଗତ ତିନି ବର୍ଷ ହେବ…

ଶ୍ରୀ ସିରିଡି ସାଇଙ୍କ କୋଶଲି ଗୁରୁ ଭାଗବତ ଡିଜିଟାଲ ଆଲବମ ଉନ୍ମୋଚିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)ଦିଲ୍ଲୀ ଗୁରୁଗାଁଓ ଠାରେ ସାଇକା ଆଁଗନ ପରିସରରେ ଗତ ୨୭ ତାରିଖ ପ୍ରଖ୍ୟାତ ସାଇଭକ୍ତ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା କୋଶଲି/ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଶ୍ରୀ ଗୁରୁ ଭାଗବତର ଦୁଇଟି ଡିଜିଟାଲ ଆଲବମ…

୩ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଲୁଣିବାହାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଣିବାହାଲ୍ ସ୍ଥିତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ହରଭଙ୍ଗା ବ୍ଲକ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ତରଫରୁ ୩ ଜଣ ଅବସରପ୍ରାପ୍ତ…

କୁମାରୀ ଓ ଅତଲସରା ରେ ଶିକ୍ଷା ଦାନ ବାଧାପ୍ରାପ୍ତ ,ଛାତ୍ରଛାତ୍ରୀ ଙ୍କ ଅନୁସାରେ ଶିକ୍ଷକ ନାହାନ୍ତି

ହରଭଙ୍ଗା-( ଚିତ୍ତରଞ୍ଜନ ସିଂହ ) ସରକାର ସବୁବେଳେ ଶିକ୍ଷା କୁ ପ୍ରାଥମିକତା ଦେଇ ଆସୁଥିବା ବେଳେ ବୌଦ୍ଧ ଜିଲ୍ଲା ରେ ଶିକ୍ଷା ନୀତି କିନ୍ତୁ ଭିନ୍ନ l କେଉଁଠି ପିଲା ହାର ଅନୁସାରେ ଶିକ୍ଷକ ନାହାନ୍ତି ତ କେଉଁଠି ଶିକ୍ଷକ ହାର…

ଶ୍ରମିକ ସମବାୟ ସମିତି ପକ୍ଷରୁ ଗ୍ରାହକ ସଚେତନତା ଶିବିର

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଂଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିର ରେ ସ୍ଥାନୀୟ ସରପଞ୍ଚ ଅଶୋକ…