୨୮ ଜୁଲାଇରୁ ୩ ଅଗଷ୍ଟ ନକ୍ସଲଙ୍କ ଶହୀଦ ସପ୍ତାହ,ସୁରକ୍ଷା ବାହିନୀ ଏବଂ ପୁଲିସ ସତର୍କ ରହିବାକୁ ନିର୍ଦ୍ଦେଶ

ଗତକାଲି ଠାରୁ ୧୩ ରୁ ଉର୍ଦ୍ଧ୍ୱ ଟିମକୁ ନେଇ କରାଯାଉଛି ଅପରେସନ – ଏସପି ମାଲକାନଗିରି (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଅଞ୍ଚଳରେ…

ଶିକ୍ଷା ସପ୍ତାହରେ ଆପନମାଳା ସ୍କୁଲରେ ମାଆ ପାଇଁ ଗଛଟିଏ

ମାଲକାନିଗିରି (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଏକ ଦିବସୀୟ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ…

ମାଟିଲଗ୍ନା ସାହିତ୍ୟ ସଂସଦର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ

ଭାଷା : ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାହକ ଧର୍ମଗଡ଼ :୨୮/୦୭(ହେମନ୍ତ କୁମାର ମାଝୀ)ମାଟିଲଗ୍ନା ସାହିତ୍ୟ ସଂସଦର ଚତୁର୍ଥ ପ୍ରତିଷ୍ଠା ଦିବସ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବରେ ସଂସଦର ପ୍ରତିଷ୍ଠାତା ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ…

ଭୁଶୁଡିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ଶଯ୍ୟା କୋଠାରୀ ସିଲିଂ

କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି ଭଗବାନ ଙ୍କ ଭରସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଅନ୍ତବିଭାଗ ରେ ଅବସ୍ଥିତ ଶିଶୁ ଶଯ୍ୟା କୋଠରୀର ଛାତର ସିଲିଂ ଖସି ପଡ଼ି କୋଠରୀର ଅନେକ…

ଇଷ୍ଟ କୋଷ୍ଟ ରେଲୱେ ଟିମ୍ର ର ସଫଳତା,ବୌଦ୍ଧରେ ଏକ ୭୦୦ମିଟର ଲମ୍ୱା ଏସ୍କାପ୍ ଟନେଲ୍କୁ କଲେ ସଂପୂର୍ଣ୍ଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ପୂର୍ବ ତଟ ରେଳବାଇ (ECoR) ଇଞ୍ଜିନିୟରିଂ ଦଳ ଖୋର୍ଦ୍ଧାରୋଡ-ବାଲାଙ୍ଗୀର ରେଳ ଲିଙ୍କ ପ୍ରକଳ୍ପରେ ବୌଦ୍ଧ ଜିଲ୍ଲାର 700 ମିଟର ଲମ୍ବ ପଳାୟନ ଟନେଲ ନିର୍ମାଣ କରି ଉଲ୍ଲେଖନୀୟ ଅଗ୍ରଗତି କରିଛି | ଏହି ଏସ୍କେପ୍ ଟନେଲ୍…

ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ.ଏ ପି.ଯେ. ଅବଦୁଲ କଲାମ ଙ୍କ ନବମ ପୁଣ୍ୟ ତିଥି ପାଳନ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ଅଳ୍ପ ସଂଖ୍ୟକ ମୋର୍ଚ୍ଚl ତରଫରୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ଏ ପିଯେ କଲାମଙ୍କ ନବମ ପୁଣ୍ୟ ତିଥି କୁ ମହାସମାରୋହେ ପାଳନ କରିବା ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟେ ଠାରେ…

ବିପର୍ଯ୍ୟସ୍ତ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

କେସିଙ୍ଗା (ପ୍ରୀତୀଶ ପଟେଲ) ପ୍ରାଥମିକ ଶିକ୍ଷା ଆରମ୍ଭ ଅଙ୍ଗନୱାଡ଼ି ରୁ ହୋଇଥାଏ କିନ୍ତୁ ବର୍ତ୍ତମାନ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ର ସ୍ଥିତି ଶୋଚନୀୟ ଅବସ୍ଥା ରେ ରହିଛି ।କେସିଙ୍ଗା ଏନ୍ ଏ ସି ର ୧୨ଟି ୱାର୍ଡ ମଧ୍ୟରୁ ୱାର୍ଡ ନମ୍ୱର୍…