ଭାରିଯାନ ପାକିଂକୁ ନେଇ ବିବାଦ

ସମ୍ବଳପୁର  :ଖେଳ ପଡ଼ିଆରୁ ହଟିଲା ଗାଡ ହୀରାକୁଦରୁ ରେମେଡ ମଧ୍ୟରେ ପା କିଂ ସମସ୍ୟା ବଢ଼ିବାରେ ଲାଗିଛି।ହୀରାକୁଦ ସହରକୁ ଆଧୁନିକରଣ ପାଇଁ ବଡ଼ ବଡ଼ ଯନ୍ତ୍ରାଂଶ ନେଇ ଭାରୀଯାନ ହୀରାକୁଦକୁ ପ୍ରବେଶ ପ୍ରବେଶକରିଥିଲା ​​। ଏହି ଭାରୀଯାନକୁ ରେମେଡରୁ ୭ କିଲୋମିଟର…

କେସିଙ୍ଗା ସାମ୍ବାଦିକ ମହାସଂଘର ଜରୁରୀ କାଳୀନ ବୈଠକ

( ଦୟା ସୁନାନୀ ସାମ୍ବାଦିକ ମହାସଂଘ ର ନୂତନ ସାଧାରଣ ସଂପାଦକ ଓ ତେଜରାଜ୍ ସାହୁ ସହ ସଂପାଦକ୍ ଓ ମନୋଜ ସିଂ କାର୍ଯ୍ୟ କାରି ସଭାପତି ଭାବରେ ନିର୍ବାଚିତ) କେସିଙ୍ଗା : ୨୨/୦୭ (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ…

ମାଟି ଇଟା ବୋଝେଇ ଗାଡ଼ି ଜବତ ; ତିରିଶି ହଜାର ଟଙ୍କା ଜୋରିମାନା ଆଦାୟ

ବେଲଗୁଣ୍ଠା, 22/07, ବର୍ତ୍ତମାନ ମାଟି ଇଟାକୁ ସରକାର ବେଆଇନ୍ ଘୋଷଣା କରିଥିବା ବେଳେ କେବଳ ଚିମିନି ଭାଟିକୁ ହିଁ ମାଟି ଇଟା ନିର୍ମାଣ ପାଇଁ ଅନୁମୋଦନ ମିଳିଛି I ଗତ କିଛି ଦିନ ହେବ ବେଲଗୁଣ୍ଠା ଏବଂ ଭଞ୍ଜନଗର ଅଞ୍ଚଳରେ ଇଟା…

ଗଛ ପଡି ରାସ୍ତା ଅବରୋଧ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ଵାଣିଗୋଚ୍ଛା କୁସଙ୍ଗ ପୂର୍ତ୍ତ ରାସ୍ତା ରେ ଏକ ବିରାଟ ଗଛ ପଡିଥିବାରୁ ଦୁଇ ଦିନ ହେଲା ରାସ୍ତା ବନ୍ଦ ଯାତ୍ରୀ ହନ୍ତ ସନ୍ତ ଆଜି ଦମକଳ ବାହିନୀ ପଂହଁଚି ଗଛ କାଟିଲା ପରେ ଗାଡି…

ଆୟକର ବିଭାଗର କାର ଦୁର୍ଘଟଣା ଘଟି ଅଧିକାରୀ ଓ ଚାଳକ ସମେତ ଚାରି ଗୁରୁତର

କେସିଙ୍ଗା :  ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆମାଠ ଛକ ର ଆଗକୁ ବଲାଙ୍ଗୀର ସୀମା ରେ ଥିବା ତେଲନଦୀ ବ୍ରିଜ ବୁଲାଣି ରେ ଶନିବାର ରାତି ପ୍ରାୟ ୧୦ ଟା ସମୟରେ ଭୁବନେଶ୍ୱର ରୁ ଭବାନୀପାଟଣା ଆସୁଥିବା…

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ସରକାରୀ ସହାୟତା ପାଇଁ ଦାବି

ହରଭଙ୍ଗା :21/07.(ଚିତ୍ତ ରଞ୍ଜନ ସିଂ )ଦୁଇଦିନ ଧରି ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ହରଭଙ୍ଗା ବ୍ଲକ ର ରାମଗଡ ପଞ୍ଚାୟତ କୋଇଲିସୁତା ଗ୍ରାମରେ ଘର ଭାଙ୍ଗି ବେଘର କରି ଦେଇଛି ଅସହାୟ…

ସାପ କାମୁଡ଼ା ରେ ନାବାଳକ ର ମୃତ୍ୟୁ

ହରଭଙ୍ଗା 21/7/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବଦଳାସାହି ଗ୍ରାମର ମାନସ ଯାନୀ ଙ୍କ ପୁତ୍ର ଶୁଭଙ୍କର ଯାନୀ (11ବର୍ଷ )ଙ୍କ ସାପ କାମୁଡ଼ା ରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଗତକାଲି ଶୁଭଙ୍କର ନିଜ…

ଚୋରି ବୁଲେଟ ଉଦ୍ଧାର, ଆସାମୀ ଗିରଫ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ହାତରେ ଧରା ପଡିଛି ବୁଲେଟ ଚୋର l ବୁଲେଟ ଉଦ୍ଧାର ଆସାମୀ ଗିରଫ ହୋଇଥିବା ଜଣାପଡି଼ଚି l ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଲକ୍ଷ୍ମଣପୁର ଗ୍ରାମର ଶୁଭ୍ରାଂଶୁ ସାହୁ…