ଚାରିଛକରେ ଇକୋକ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଏମ୍. ଇ ସ୍କୁଲ ପ୍ରାଙ୍ଗଣରେ ଶିକ୍ଷା ସପ୍ତାହ ଷଷ୍ଠ ଦିବସରେ ବିଦ୍ୟାଳୟ ର ୟୁଥ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି l ଏହି…

ବୌଦ୍ଧଜିଲ୍ଲା ପ୍ରେସ କ୍ଳବର ସପ୍ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ

ହରଭଙ୍ଗା,( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପ୍ରେସ ବ୍ଳକର ସପ୍ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନିୟ ଟାଉନହଲ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ…

ହୀରାକୁଦ ଜଳ ଭଣ୍ଡାରରୁ ପ୍ରଥମ ଜଳ ନିଷ୍କାସନ ପାଇଁ ନଦୀକୁଳିଆ ଗ୍ରାମ ମାନଙ୍କୁ ସଚେତନ କଲେ ହରଭଙ୍ଗା, ପୁରୁଣାକଟକ ପୋଲିସ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ର ମହାନଦୀ କୂଳରେ ଅବସ୍ତିତ ଗ୍ରାମ ଗୁଡିକୁ ହରଭଙ୍ଗା ଏବଂ ପୁରୁଣାକଟକ ପୋଲିସ ର ମିଳିତ ଉଦ୍ୟମ ରେ ଆଜି ଧଳପୁର ଖଣ୍ଡିଧଳପୁର, କୁଡାସିଙ୍ଗା, ତୀରଡ଼, କୁଶା ସିଙ୍ଗା, କୁମାରୀ,…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା

ଧର୍ମଗଡ଼ : ତା ୨୬/୭( ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ର ପୂର୍ବତନ ସଭାପତି ତଥା ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ଧର୍ମଗଡ଼ ନିକଟସ୍ଥ କାଶୀବାହାଲ ଗ୍ରାମର ବିଶିଷ୍ଟ ସମାଜସେଵୀ ଓ ଶିକ୍ଷକ ବିଜୟ କୁମାର…

ମିଲେଟ ମିଶନ ଦୁର୍ନୀତି ଧାନ ଯେଉଁଠି ମାଣ୍ଡିଆ ସେଇଠି !

ଧର୍ମଗଡ଼ : ତା୨୬/୭(ହେମନ୍ତ କୁମାର ମାଝୀ)ମିଲେଟ ମିଶନ ଦୁର୍ନୀତି ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜିକରଣ ହେଉଥିବା ବେଳେ ମାଣ୍ଡିଆ ବିକ୍ରୀ…

୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି – ୨୭/୦୭( ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ତିମ୍ମାପୁରମ ଅଂଚଳରୁ ଚାରି ମାଓବାଦୀ ଏବଂ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରୁ ଦୁଇ ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ…