ମୁନିଗୁଡା ଅଞ୍ଚଳରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ
ମୁନିଗୁଡା;୧୫।୮ (ରମାକାନ୍ତ ପୋଡାଳ )ସାରା ଦେଶ ଆଜି ୭୮ତମ ସ୍ଵାଧୀନତା ଦିବସ ଧୁମ ଧାମରେ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା,ଅମ୍ବାଦଳା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ୭୮ତମ ସ୍ଵାଧୀନତା ଦିବସ…