ଧର୍ମଗଡ଼କୁ ରେଳ ଲାଇନ ସଂପ୍ରସାରଣ ଦାବୀ ତେଜିଲା

ସିଟିଜେନ ଫୋରମ ପକ୍ଷରୁ ରେଲ ମନ୍ତ୍ରୀଙ୍କୁ ଦାବୀ ପତ୍ର ଧର୍ମଗଡ଼ ତା ୧୩/୮(ହେମନ୍ତ କୁମାର ମାଝୀ)କେନ୍ଦ୍ର ରେଳ ମନ୍ତ୍ରାଳୟ ଇତି ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ଜୁନାଗଡ଼ -ଧର୍ମଗଡ ରେଳ ଲାଇନ ପ୍ରକଳ୍ପ ବାଦ ପଡିଛି।…

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ମୁନିଗୁଡା- (ରମାକାନ୍ତ ପୋଡାଳ )ସ୍ଵାଧୀନତା ଦିବସ ପାଳନକୁ ଲକ୍ଷ୍ୟ କରି ଲୋକମାନଙ୍କ ମନରେ ଦେଶପ୍ରେମ ଭକ୍ତି ଭରି ରହିବା ଉଦ୍ଦେଶ୍ଯ ନେଇ ବିଜେପି ସରକରଙ୍କ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ…

ଟ୍ରକ ଚଳକଙ୍କୁ ଆକ୍ରମଣ କରି କେବୁଲ ଲୁଟ ମାମଲା .୬ ଜଣଙ୍କୁ କାବୁ କଲା ପୁଲିସ, ଜଣେ ଫେରାର

ବାଇକ ସମେତ ଚୋରୀ ସାମଗ୍ରୀ ଉଦ୍ଧାର ମୁନିଗୁଡା : (ରମାକାନ୍ତ ପୋଡାଳ )ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ ତାର ବୋଝେଇ ଟ୍ରକରୁ ଲୁଟ ହୋଇଥିବା ବିଦ୍ୟୁତ ତାର ଜବତ କରିବା ସହ ଘଟଣାରେ ଜଡିତ ୬ଜଣ ଅଭୁଯୁକ୍ତଙ୍କୁ…

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କର୍ଯ୍ୟକ୍ରମ ଉପଲକ୍ଷେ ସକାଳ 7 ଘଟିକା ସମୟରେ ଜ଼ିଲ୍ଲା ଷ୍ଟାଡିୟମ ଠାରୁ ଏକ ମାରାଥନ ବୌଦ୍ଧ ସହର ପରିକ୍ରମା କରିଥିଲା l ଏହି ମାରାଥନ ରେ ଜ଼ିଲ୍ଲାପାଳ…

ହରଭଙ୍ଗା ବ୍ଲକ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଗତକାଲି ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ…

ଆଦେଶ୍ୱର ବାବାଙ୍କ ନିକଟରେ ଜଳଲାଗି କଲେ ବୋଲବମ ଭକ୍ତ

ହରଭଙ୍ଗା (ଚିତ୍ତରଞ୍ଜନସିଂ):ଶ୍ରାବଣ ମାସ ଚତୁର୍ଥ ସୋମବାରରେ ହରଭଙ୍ଗା ଗ୍ରାମର ପାଖାପାଖି ୨୦ଜଣ ବୋଲବମ ଭକ୍ତ ମହାନଦୀରୁ ରୀତିନୀତି ଅନୁସାରେ ପୂଜାର୍ଚନା ସାରି ଗ୍ରାମର ଆଦେଶ୍ୱର ବାବା ମନ୍ଦିରରେ ଜଳଲାଗି କରିଥିଲେ। ଏହି ବୋଲବମ ଭକ୍ତ ମାନଙ୍କ ମଧ୍ୟରେ ନାରାୟଣ ଖଡ଼ିରତ୍ନ, ସତ୍ୟନାରାୟଣ…

ନାଗଵମ ଶିବ ଭକ୍ତଙ୍କ ନିଆରା ଭକ୍ତି ଶ୍ରବଣର ଚତୁର୍ଥ ସୋମବାର ପାଞ୍ଚ କିଲୋମିଟର ଗଡ଼ି ଗଡ଼ି ଶିବ ମନ୍ଦିରରେ ପାଣି ଢାଳିଲେ

ଧର୍ମଗଡ଼ ତା ୧୨/୮/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ର ବାଲ୍ୟ ଵୋଳଵମ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଭକ୍ତ କେନାଲ ରୁ ଜଳ ଉଠାଇ ରୁଦ୍ରେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ୫କିମି ଗୁରୁଣ୍ଡି ଗୁରୁଣ୍ଡି ଜଳାଭିଷେକ…

ଧର୍ମଗଡ଼ ଏନ୍ ଏ ସି ରେ ମଳ ଉପଚାର କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ

ଧର୍ମଗଡ଼ ତା ୧୨/୮/୨୪ ଧର୍ମଗଡ଼ ଏନ୍ ଏ ସି ଅଞ୍ଚଳ ପରିଷଦ ର ନିର୍ମିତ ମଳ ଉପଚାର କେନ୍ଦ୍ର କୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି ଉଦଘାଟିତ କରିଛନ୍ତି। ୨କୋଟି ୮୬ ଲକ୍ଷ…

ଅମ୍ବାଦଳା ରେଳୱେ ଷ୍ଟେସନରେ ଅବ୍ୟବସ୍ଥା

ପାଣି ପାଇଁ ହିନସ୍ଥା ଯାତ୍ରୀ ,ବରିଷ୍ଠ ନାଗରିକ ଭିନ୍ନକ୍ଷମ ମାନଙ୍କ ପାଇଁ ସିଡି କଷ୍ଟ —————— ମୁନିଗୁଡା୧୧।୮ (ରମାକାନ୍ତ ପୋଡାଳ )ସମ୍ବଲପୁର ଡିଭିଜନରେ ଅମ୍ବାଦଳା ରେଳୱେ ଷ୍ଟେସନ ଅବ୍ୟବସ୍ଥା ଭିତରେ ଗତି କରିଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେବା ସହ…

ବିଦ୍ୟାଳୟରୁ ଚୋରୀ ଘଟଣା ; ଜଣଙ୍କୁ କୋର୍ଟ ଚାଲାଣ ଦୁଇ ଜଣ ଫେରାର

ମୁନିଗୁଡା,୧୧।୮ ଅମ୍ବାଦଳା ଥାନା ଡିମିରୀଗୁଡା ପଞ୍ଚାୟତ ଡିମିରୀଗୁଡା ଉଚ୍ଚ ବିଦ୍ୟାଳୟରୁ ଗତ ୧୯ ତାରିଖରୁ ୨୦ ତାରିଖ ମଧ୍ୟରେ ଦୁର୍ବୃତମାନେ ଚୋରୀ କରିଥିବା ନେଇ ଅମ୍ବାଦଳା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ପୋଲିସ ଡ଼ିମିରିଗୁଡା ଗ୍ରାମର କାଙ୍ଗୋ କରକରିଆଙ୍କ…