ପ୍ରବଳ ବର୍ଷା ରେ ବୁଡିଲା ମନ୍ଦିର

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ରେ ଗତ ରାତି ରୁ ପ୍ରବଳ ବର୍ଷ ହେବା ଫଳରେ ବୁଡିଲା ମନ୍ଦିର l ଜିଲ୍ଲାର ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ମାଁ ମେଟାକାନି ମନ୍ଦିର ର ଗମ୍ଭିରା ଭିତରେ ପାଣି ପଶି ଯାଇଛି l…

ସରକାରୀ ଆକାଉଣ୍ଟରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଗାଏବ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସରକାରୀ ଆକାଉଣ୍ଟ ରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଗାଏବ । ଜାଲିଆତି କରି ଟଙ୍କା ହଡ଼ପ ହୋଇଥିବା ସୂଚନା । ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ନାମରେ ୟୁନିୟନ…

ପାଠ ପଢିଲେ ୱାର୍ଡ ମେମ୍ବର

ସୁବର୍ଣ୍ଣପୁର :  (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଓଡିଶା ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୱାର୍ଡ ମେମ୍ବରମାନଙ୍କର ଏକ ଦିବସୀୟ ପୂର୍ଣ୍ଣ ନବୀକରଣ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ…

ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଖାଲ ଖମାରେ ପରିପୂର୍ଣ ମରାମତି କରିବା ପାଇଁ ଦାବୀ

ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ ପାଇଁ ଡାକରା ହରଭଙ୍ଗା ୫/୮ (ଚିତ୍ତ ରଞ୍ଜନ ସିଂ )ଖୋର୍ଦ୍ଧା ବଲାଙ୍ଗୀର ୫୭  ନମ୍ବର ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ ରାସ୍ତା। ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସରକାରୀ, ବେ ସରକାରୀ ଯାନବାହାନ…

ଶ୍ରାବଣ ମାସର ତୃତୀୟ ସୋମବାର ଗୁର୍ଜୀମୁଣ୍ଡା ଠାରେ ଶୈବ ଭକ୍ତଙ୍କ ପ୍ରବଳ ଭିଡ଼

କେସିଙ୍ଗା :  ( ପ୍ରୀତେଶ ପଟେଲ )ଶ୍ରାବଣ ର ତୃତୀୟ ସୋମବାର ।ରାଜ୍ୟ ର ବିଭିନ୍ନ ଶୈବ ପୀଠରେ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଞ୍ଚାୟତ ର ଗୁର୍ଜିମଣ୍ଡା ଠାରେ…

ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦ୍ଘାଟିତ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭାଇଁରିପାଲି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ଯୁକ୍ତ ଦୁଇ କଲା ଛାତ୍ର ଶ୍ରେଣୀର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା, ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ

ଧର୍ମଗଡ଼  ୪/୮(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ହିନ୍ଦୀ ଭାଷା ଶିକ୍ଷକ ବାଞ୍ଛାନିଧି ପଣ୍ଡା ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସର ରେ…