ବର୍ଷାରେ ବେହାଲ୍ ହୋଇପଡୁଛି ରାସ୍ତା ,ଡବଲ ଇଞ୍ଜିନ ସରକାର ଉପରେ ଭରସା

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା ର ଦ୍ଵାର ଦେଶ କେସିଙ୍ଗା ସହର ।ରେଳ ସେବା ,ବିମାନ ସେବା ,ସ୍ବାସ୍ଥ୍ୟ ସେବା,ଶିକ୍ଷା ,ବାଣିଜ୍ୟ ଜିଲ୍ଲା ରେ ସବୁଥିରେ ଆଗରେ କେସିଙ୍ଗା ସହର ।କେସିଙ୍ଗା ଏନ୍ ଏ ସି ଓ ବ୍ଲକ ର…

କେସିଙ୍ଗା ସାଇ ପରିବାର ଷ୍ଟେସନ ପଡା ତରଫରୁ ବେଂଚ ପ୍ରଦାନ

  କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କେସିଙ୍ଗା ସାଇ ପରିବାର ଷ୍ଟେସନ ପଡା ତରଫରୁ ସନ୍ଧ୍ୟା ସମୟରେ ଚାରୋଟି ବେଞ୍ଚ ପ୍ରଦାନ କରାଗଲା | ଦୁଇଟି ବେଂଚ ପ୍ରସୂତିକାଳୀନ ଓ ଶିଶୁ…

ଚିକିତ୍ସା ଅଭାବରୁ ବଳଦର ମୃତ୍ୟୁ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ପ୍ରାଣୀ ହେଲେ ବୋଲି ତାଙ୍କୁ କଣ ଚିକିତ୍ସା କରିବା ନାଇଁ l ତାଙ୍କ ପାଟି ଫିଟୁନି ବୋଲି ସେମାନେ କଣ ଜୀବନ ନାଇଁ l ହିନ୍ଦୁ ଶାସ୍ତ୍ର ରେ ଆଦ୍ୟ ଦେବତା ହେଉଛି ଗୋ ମାତା l କିନ୍ତୁ…

ଏବିଇଓ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା୪/୮ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକର ବାଣିଭୁଷଣପୁର କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବ୍ଲକର ଏବିଇଓ ସତ୍ୟନାରାୟଣ ମିଶ୍ରଙ୍କ ଚାକିରୀରୁ ଅବସର ଗ୍ରହଣ ଅବସରରେ, ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଚାରିଛକ ଉ,ପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି…

ଭାଲୁ ଆକ୍ରମଣ ରେ ଚାଷି ଗୁରୁତର

ଧର୍ମଗଡ : ୦୪/୦୮(ହେମନ୍ତ କୁମାର ମାଝୀ)ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର, କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମ ର ଜଣେ ଚାଷୀ ଡମ୍ବରୁ ଧର ମାଝୀ ଆଜି ସକାଳେ ନିଜ…

ପିପଳପଡା ରେ ଝାଡ଼ାବାନ୍ତିରେ ୫ ଆକ୍ରାନ୍ତ,ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ କିଛିଦିନ ର ବ୍ୟବଧାନ ପରେ ପୁଣି ଝାଡ଼ାବାନ୍ତି ବ୍ୟାପୁଛି।ଖୁଣ୍ଟିଆ ପଞ୍ଚାୟତ ପିପଳପଡା ଗ୍ରାମ ର ପୋଟାପଡା ରେ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡିଛି।।କିଛିଦିନ ପୂର୍ବରୁ ଏହି ପଞ୍ଚାୟତ…

ଡଃ ନରୋତ୍ତମ ଦାସଙ୍କର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି

ନୂଆଦିଲ୍ଲୀ, ତା ୦୪.୦୮. ରିଖ ; ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ଡଃ ନରୋତ୍ତମ ଦାସ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ଶ୍ରୀ ଦାସ ପୂର୍ବ ଦିଲ୍ଲୀସ୍ଥିତ ସ୍ବାମୀ ଦୟାନନ୍ଦ ସରକାରୀ ଡାକ୍ତରଖାନାରେ ତାଙ୍କର ନୂତନ…