କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ
ନୂଆଦିଲ୍ଲୀ ତା ୦୨.୦୮.୨୦୨୪ ରିଖ ଏଠାକାର ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ “ପ୍ରତିମ୍ବିବ” ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରୁ…
ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାୟପୁରଠାରେ ବିଦାୟ ସମ୍ବର୍ଦ୍ଧନା
ରାୟପୁର ତା ୩୦/୦୭ ରିଖ ଛତିଶଗଡ଼ର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ରାୟପୁର ଠାରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ରାୟପୁର ବିମାନ ବନ୍ଦରର ମାନାସ୍ଥିତ ରାଜ୍ୟ ହ୍ୟାଙ୍ଗର ଠାରେ ଶ୍ରୀ ହରିଚନ୍ଦନଙ୍କର ସମାନାର୍ଥେ…
କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ
କୋକସରା,୩/୮/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଆମପାଣି ସ୍ଥିତ ଡାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ଦିନ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଭଦ୍ରାଞ୍ଚଳ…
ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ ୮ମ ସାଧାରଣ ବୈଠକ ଅନୁଷ୍ଟିତ
ଧର୍ମଗଡ଼ : (ହେମନ୍ତ କୁମାର ମାଝୀତା ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅଧ୍ୟକ୍ଷା ବବିତା ପାଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ…
ବିଜୁଳି କୁ ନିୟନ୍ତ୍ରଣ କରିବ ତାଳ ଗଛ
ବୌଦ୍ଧ ଡିଭିଜନ ରେ ପ୍ରଥମ ପର୍ଯାୟ ରେ ଲାଗିବ 53 ହଜାର ତାଳ ଗଛ ହରଭଙ୍ଗା 3/8/24( ଚିତ୍ତ ରଞ୍ଜନ ସିଂ ) ଓଡ଼ିଶାରେ ନୂତନ ସରକାର ଙ୍କ ପ୍ରୟାସ ରେ ଜଙ୍ଗଲ ବିଭାଗ କୁ ଗୁରୁ ଦାଇତ୍ୱ ଦିଆ ହୋଇଛି।…
ହରଭଙ୍ଗାରେ ବି. ଇ. ଓ ଅଫିସ ସ୍ଥାପନ ଦାବୀ ଜୋରଧରିଲା
ହରଭଙ୍ଗା 3/8(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ଠାରେ ନୂତନଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ଶନିବାର ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦ ସହିତ ହରଭଙ୍ଗା, ଛତ୍ରଙ୍ଗ ଏବଂ କୁଶଙ୍ଗ ପଂଚାୟତ ସରପଞ୍ଚଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ବୌଦ୍ଧ ଅତିରିକ୍ତ…
ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଧର୍ମଗଡ଼ ତା ୩/୮/୨୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ…
ଲଘୁ ଖଣିଜ ଉପରେ ଲାଗୁନି ରୋକ,ବଢୁଛି ବେଆଇନ ବାଲି ଡିପୋ, ଜାଣି ଅଜଣା ସାଜିଛି ବିଭାଗ
ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂହ ) ମହାନଦୀ ବାଲି ଉପରେ ମାଫିଆ ଙ୍କ ଲୋଲୁପ ଦୃଷ୍ଟି । ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ । ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ ।…
କମିଶନରେଟ ପୁଲିସ ହାତରେ ଧରାପଡିଲେ ୫ ସ୍ତ୍ରୀଙ୍କ ସ୍ୱାମୀ
ଭୁବନେଶ୍ବର : ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ…