ମନମୁଣ୍ଡାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ
ହରଭଙ୍ଗା( ଚିତ୍ତରଞ୍ଜନସିଂ) ସମାଜ, ମନମୁଣ୍ଡା ତରଫରୁ ଆଜି ସ୍ଵଭାବକବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ ମହାସମରୋହ ରେ ପାଳିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଭାଗବତ ମନ୍ଦିର ପରିସରରେ ମନମୁଣ୍ଡା ଭୁଲିଆ ସମାଜ ସଭାପତି କୈଳାଶ ଚନ୍ଦ୍ର ମେହେର ଙ୍କ…