ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଖାଲ ଖମାରେ ପରିପୂର୍ଣ ମରାମତି କରିବା ପାଇଁ ଦାବୀ
ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ ପାଇଁ ଡାକରା ହରଭଙ୍ଗା ୫/୮ (ଚିତ୍ତ ରଞ୍ଜନ ସିଂ )ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ ରାସ୍ତା। ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସରକାରୀ, ବେ ସରକାରୀ ଯାନବାହାନ…