ମୁନିଗୁଡା ଏକ୍ସ କ୍ୟାଡ଼ର ଶିକ୍ଷକ ମହାସଂଘ ସଭାପତି ଚୟନ
ମୁନିଗୁଡା,୧୬।୮ (ରମାକାନ୍ତ ପୋଡାଳ )ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକର ଏକ୍ସ କ୍ୟାଡ଼ର ଶିକ୍ଷକ ମହାସଂଘ ସଭାପତି ଭାବେ ଚୟନ ହେଲେ କେଶବ ପଲକିଆ।ମୁନିଗୁଡା ବ୍ଲକ ହାଟ ଦହିଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଞ୍ଚଳର ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ…