ଧର୍ମଗଡ ରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା
ଧର୍ମଗଡ଼ ତା ୧୫/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଡ଼ିଓ ଶରତ କୁମାର ପାତ୍ର, ସହକାରୀ ତହସିଲଦାର ଅଜିତ କୁମାର ମହନ୍ତ,…