ବିଜେପି ବୌଦ୍ଧ ଜିଲ୍ଲl ରେ ମେଗା ସଦସ୍ୟତା ଅଭିଯାନ ୨୦୨୪ ଆରମ୍ଭ

ହରଭଙ୍ଗା 5/9(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ବିଜେପି ର ମେଗା ସଦସ୍ୟତା ଅଭିଯାନ ର ଶୁଭାରମ୍ଭ ଜିଲ୍ଲା ବିଜେପି କାର୍ଯ୍ୟଳୟ ରାମେଶ୍ୱର ବିହାର ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା…

ଦୁଇ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ଦୁଇ ଯୁବକ ଅନ୍ତର୍ଜାତୀୟ କବାଡି ଖେଳିରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବା ରୁ ବିଭିନ୍ନ ଗୋଷ୍ଟି ପକ୍ଷରୁ ଆଜି ବହୁ ଆଡମ୍ବର ସହକାରେ…

ବି.ଜେ.ପି. ର ଗ୍ରାମୀଣ ମଣ୍ଡଳ ସ୍ତରୀୟ ସଦସ୍ୟତା ଗ୍ରହଣ ଅଭିଯାନ

ହରଭଙ୍ଗା 4/9/(ଚିତ୍ତ ରଞ୍ଜନ ସିଂ )ବୁଧବାର ଦିନ 11:30 ମିନିଟ ସମୟରେ ବୌଦ୍ଧ ଜିଲ୍ଲା ବିଜେପି ର 9 ନଂ ମଣ୍ଡଳର ସଦସ୍ୟତା ଅଭିଯାନ କର୍ମଶାଳା ଆଡେଣିଗଡ଼ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ସଦସ୍ୟତା ଗ୍ରହଣ କରିବା…

ବିଲ କୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ..

ହରଭଙ୍ଗା ୪ /୯ (ଚିତ୍ତ ରଞ୍ଜନ ସିଂ )ମୃତ୍ୟୁ ଏମିତି ବି ଆସେ l କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣି ପାରନ୍ତି ନାହିଁ l କିଏ ମେଡିକାଲ ରେ ତ କିଏ ଘରେ ଜୀବନ ହରନ୍ତି l…

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କେସିଙ୍ଗା ବ୍ଲକର ତିନି ଖଣ୍ଡ ଗାଁ ରେ ପାଳିତ

କେସିଙ୍ଗା ; (ପ୍ରୀତେଶ ପଟେଲ)ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ବହାଦୁର ପଦର ପଲକା ପଡା ଗ୍ରାମବାସୀ ବେଶ ହସଖୁସି ର…

ବିଜେପି ର ଗ୍ରାମୀଣ ମଣ୍ଡଳ ସ୍ତରୀୟ ସଦସ୍ୟତା ଗ୍ରହଣ ଅଭିଯାନ

ହରଭଙ୍ଗା 3/9(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ BJP ର ସଦସ୍ୟତା ଅଭିଯାନ ଛତରଙ୍ଗ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଦସ୍ୟତା ଗ୍ରହଣ କରିବା ସହ କେନ୍ଦ୍ର ରେ ମୋଦୀ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କଳାପ ଉପରେ…

ଜିଲ୍ଲାପାଳ ଙ୍କ କେଳାକଟା ଗ୍ରାମ ଗସ୍ତ

ହରଭଙ୍ଗା 3/9(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଲାକଟା ଗ୍ରାମଗସ୍ତ ରେ ଯାଇ ସେଠାରେ ଚାଲିଥିବା ଡିଜିଟାଲ ଫସଲ ସର୍ଭେକ୍ଷଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି।ଏବଂ ସର୍ଭେକ୍ଷଣ କାର୍ଯ୍ୟ ନିରୀକ୍ଷଣ କରିବାସହିତ…

ଯୁଗ୍ମ ଅଭିଯୋଗ ଶୁଣାଣିରେ ବାରମ୍ବାର ମିଳୁଛି ପ୍ରତିଶୃତି

୫୭ନମ୍ବର ଜାତୀୟ ରାଜପଥ ର ବହୁବିଧ ସମସ୍ୟା ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମରଣଯନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ । ବିଭିନ୍ନ ସମୟରେ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ଯାଉଛି ଅନେକ ଜୀବନ । ଜାତୀୟ ରାଜପଥ ବିଭାଗ ପ୍ରତି ଜନସାଧାରଣ ଙ୍କ…

କାଶୀପୁର ଠାରେ ଡ୍ରାଇଭର ସଂଘ ପ୍ରତିଷ୍ଠା ଦିବସ ପାଳିତ

କାଶୀପୁର; ୧/୯(ଅଞ୍ଜନ କୁମାର ନାଏକ )ସାରା ଦେଶରେ ଆଜି ଡ୍ରାଇଭର ଦିବସ ପାଳିତ ହେଉଥିବାବେଳେ ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ମଧ୍ୟ ଆଜି ଅଞ୍ଚଳ ର ଶତାଧିକ ମୋଟର କର୍ମଚାରୀ ଙ୍କୁ ନେଇ ବଡ଼ ଜାଖଜଖମ ର ସହ…