କାଶୀପୁର ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ କାର୍ଯ୍ୟକ୍ରମ
କାଶୀପୁର(ଅଞ୍ଜନ କୁମାର ନାଏକ)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଦଶହରା ଉପଲକ୍ଷେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଦଶହରା ପାଳନ ନିମନ୍ତେ ଶାନ୍ତି ଯାତ୍ରା ତଥା ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର…