ମେଘେଲା ଗ୍ରାମରେ ଝାଡାବାନ୍ତି ରେ ୨ ମୃତ ,୧୭ଆକ୍ରାନ୍ତ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘେଲା ଗ୍ରାମରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟଥିବାବେଳେ ୧୭ଜଣ ଆକ୍ରାନ୍ତ ହୋଇ ହୋଇଛନ୍ତି l ସୂଚନା ଅନୁସାରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଗତ ୨୮ତାରିଖ…

ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା , ଶାରୀରିକ ବ୍ୟାୟାମ, ସକାରାତ୍ମକ ମନୋଭାବ ଆପଣାଇବା ଦ୍ୱାରା ଏବଂ ଧୂମପାନ, ତମାଖୁ ସେବନ, ମଦ୍ୟପାନ ପରି କୁଅଭ୍ୟାସ ତ୍ୟାଗ ଦ୍ୱାରା ଏକ ସୁସ୍ଥ ଓ ନିରାମୟ ବାର୍ଦ୍ଧକ୍ୟ ହାସଲ କରାଯାଇ…

କାଶୀପୁର ଠାରେ ବେଆଇନଗୁଟଖା ବ୍ୟବସାୟୀ ଉପରେ ମିଳିତ ଭାବେ ଚଢ଼ାଉ

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ରେ ଥିବା ଦୋକାନ, ବଜାର ରେ ଖାଦ୍ୟ ସୁରକ୍ଷା ବିଭାଗ ରାୟଗଡା, ଅବକାରୀ ବିଭାଗ ଏବଂ କାଶୀପୁର ପୋଲିସ ର ମିଳିତରେ ତମ୍ବାଖୁ ଜାତୀୟ ନିଶା ଦ୍ରବ୍ୟ ବେଆଇନ ବିକ୍ରୟରେ ଚଢ଼ାଉ…

ଖୋଲାନ ଗ୍ରାମ ପଞ୍ଚାୟତର ଜାମପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ

ଟିଟିଲାଗଡ଼ – ( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର ଜାମ ପଡ଼ା ସରକାରି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରେ ଖୋଲାନ ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ସ୍ବଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

ଧର୍ମଗଡ଼ ତା ୩୦/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସିଟି ସ୍କୁଲ ରେ ସୋମବାର ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ପଙ୍କଜିନୀ ମାଝୀ ଙ୍କ ଅଧ୍ୟକ୍ଷତା ରେ…

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ,ପୁରୁଣା କଟକ ପହଁଚିଲା ଟ୍ରାଏଲ ଇଂଜିନ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଖୋର୍ଦ୍ଧା -ବଲାଙ୍ଗୀର ରେଲ କାର୍ଯ୍ୟ ତ୍ୱରାନ୍ୱିତ ଥିବା ବେଳେ ସୋମବାର ଦିନ ପୁରୁଣାକଟକ ଷ୍ଟେସନ କୁ ପହଂଚିଥିଲା ଟ୍ରାଏଲ ଇଂଜିନ l ଏନେଇ ପୁରୁଣା କଟକ ଅଞ୍ଚଳ ର ଜନସାଧାରଣ ଙ୍କ ମନରେ ବହୁତ ଖୁସି…

ହରଭଙ୍ଗା କଲେଜରେ ପିତାମାତା ଅଧ୍ୟାପକ ମାନଙ୍କ APAAR ID ପ୍ରସ୍ତୁତି ବୈଠକ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ପୌରହିତ୍ବରେ ଅଧ୍ୟାପକ –ପିତାମାତା ଓ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର APAAR ID ପ୍ରସ୍ତୁତି ନିମନ୍ତେ ସରକାରୀ ନିୟମାବଳୀ…

ଉଦ୍ଧାର ହେଲେ ଗଜରାଜ

କେସିଙ୍ଗା (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି ଗ୍ରାମବାସୀ ସୋମବାର ରେଞ୍ଜରଙ୍କୁ ଜଣାଇଥିଲେ। ରାତି ଅଧରେ ଗଜରାଜ ଖାଲ ରେ ପଡିଥିଲେ ଗ୍ରାମବାସୀଙ୍କ ଅଭିଯୋଗକୁ…