ଘଣ୍ଟାପଡ଼ାରେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଜେଡି ପକ୍ଷରୁ ବିଶାଳ ଜନସଂପର୍କ ପଦଯାତ୍ରା ଆରମ୍ଭ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ସମଲେଇଙ୍କ ଦର୍ଶନ କରି ଆରମ୍ଭ ଓ ପ୍ରାୟ ୫କି.ମି. ପଦଯାତ୍ରା ପରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆରେ ଜନ ସଂପର୍କସଭାରେ ସମାପ୍ତ ପଦଯାତ୍ରାରେ ହଜାର ହଜାର କର୍ମୀଙ୍କ ମଧ୍ୟରୁ ଅଧିକାଂଶ ମହିଳାକର୍ମୀ ସାମିଲ ।କର୍ମୀଙ୍କୁ ଦେଖି…

ପିଏମ କିସାନ ସମ୍ମାନ ନିଧି ୧୮ତମ କିସ୍ତି ର ହସ୍ତାନ୍ତର ସିଧା ପ୍ରସାରଣ

ହରଭଙ୍ଗା ‘( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଶନିବାର ଦିନ ପିଏମ କିସାନ ସମ୍ମାନ ନିଧି ୧୮ ତମ କିସ୍ତି ର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କୃଷି ବିଭାଗ ଆନୁକୂଲ୍ୟରେ…

ତଳଗାଁ ବିଜେଡିର ସାଙ୍ଗଠନିକ ବୈଠକ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ଆଜି ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଆଦିବାସୀ କଲ୍ୟାଣମଣ୍ଡପ ଠାରେ ଆଜି ତଳଗାଁ ବିଜୁ ଜନତାଦଳ ର ଏକ କର୍ମୀ ସମ୍ମିଳନୀ ଓ ସାଙ୍ଗଠନିକ ବୈଠକ ପୂର୍ବତନ ସରପଞ୍ଚ ରମାକାନ୍ତ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି…

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଅନାସ୍ଥା

କେସିଙ୍ଗା (ପ୍ରୀତେଶ ପଟେଲ)କେସିଙ୍ଗା ରୁ ପ୍ରୀତେଶ ପଟେଲକେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ରାଜନୀତି ଗରମ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ବିରୋଧରେ ଅନସ୍ଥା ପାଇଁ ଏକଜୁଟ ହେଲେ ୨୦  ସରପଞ୍ଚ ଓ ୧୯ ସମିତି ସଭ୍ୟ ।ରାଜ୍ୟ ରେ ବିଜେଡ଼ି…

କମ୍ପ୍ୟୁଟର କେନ୍ଦ୍ର ରେ ପୋଲିସ ର ଚଢ଼ାଉ ଘଟଣା : ଗିରଫ ପରେ କାହା ଚାପରେ ରାତିଅଧିଆ ଛାଡିଦେଲା ପୋଲିସ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ସ୍ଥିତ ଓମ୍ କମ୍ପ୍ୟୁଟର କେନ୍ଦ୍ର ରେ ଚଢାଉ କରିଥିଲା ଗତ ବୁଧବାର ଦିନ…