ଶବକୁ ମିଳିଲାନି ମହାପ୍ରଣୟ, କାନ୍ଧରେ ବୁହା ହେଲା ଶବ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).. ପୁଣି ଦାନ ମlଝିର ଘଟଣା ବୌଦ୍ଧ ଜିଲ୍ଲା ରେ ପୁନରାବୃତ୍ତି ହୋଇଛି l ଶବ ବୁହା ଗାଡି ନ ମିଳିବାରୁ ଶବକୁ କାନ୍ଧରେ ବୁହାହେଲା l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲଛିପୁର୍ ଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ନିଃ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୁବର୍ଣ୍ଣପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ…

ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ l କାରଣ ଅସ୍ପଷ୍ଟ l ମୂମୂର୍ଷୁ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ l ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ସଦେଇପୂର ଗାଁ…

ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଭିଜିଲାନ୍ସ ହାତରେ

ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦେବରଞ୍ଜନ ତ୍ରିପାଠୀ ନାମକ ଠିକାଦାରଙ୍କ ବକେୟା ବିଲ କରିବା ପାଇଁ ସେ…

ମାଁ ସୁରେଶ୍ୱରୀ ଭୈରବୀ ବେଶରେ ଆଜି ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ଆଶ୍ୱୀନ ପଞ୍ଚମୀ ତିଥିରେ ଆଜି ମାଁ ସୁରେଶ୍ୱରୀ ଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସକାଳୁ ଭକ୍ତ ମାନେ ଆରତୀ ନୈବେଦ୍ୟ ଅର୍ପଣ କରିବା ସହିତ ମାଁ ଙ୍କ ଆର୍ଶିବାଦ ଲାଭ କରିବା…

ଠିକା କାମ କରି ଟଙ୍କା ନ ଦେବାରୁ ଠିକାଦାର ଓ କର୍ମଚାରୀଙ୍କ ମେଘା ଗ୍ୟାସ ପ୍ଲାଣ୍ଟ ସମ୍ମୁଖରେ ଆମରଣ ଅନଶନ

ଟିଟିଲାଗଡ଼ – (ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଭାଟିପଡା ଠାରେ ମେଘା ଗ୍ୟାସ ପ୍ଲାଣ୍ଟ ପାଇଁ ନଭେମ୍ବର ୨୦୨୨ ମସିହାରେ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ଲାଣ୍ଟ ଆରମ୍ଭ ହେଵା ସମୟରେ ଟିଟିଲାଗଡ଼ର ଜୈନିକ ଠିକାଦାର ବୁଲ ବୁଲ ମେହେର ପ୍ରୋଜେକ୍ଟ ୱାର୍କ…