କାଶୀପୁର ବନ ବିଭାଗ ଦ୍ଵାରା ୭୦ ତମ ଜାତୀୟ ବଣ୍ୟପ୍ରାଣୀ ସାପ୍ତାହିକ ପାଳିତ

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ସ୍ଥିତ ଓଏଭି ବିଦ୍ୟାଳୟ ପରିସର ମଧ୍ୟରେ କାଶୀପୁର ବନାଞ୍ଚଳ ପକ୍ଷରୁ ୭୦ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ…

ଚିଲିଚିଲାରେ ବୁଢାରଜା ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଧର୍ମଗଡ଼ ତା ୭/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମରେ ସୋମବାର  ପ୍ରଭୁ ବୁଢାରଜା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗାଁ ର ଶତାଧିକ ମହିଳା ଓ ଯୁବତୀ  କଳସଯାତ୍ରା ରେ ସାମିଲ ହୋଇ ପ୍ରଭୁ…

ବିରନରସିଂହପୁର, ବୌଦ୍ଧ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବିରନରସିଂହପୁର, ବୌଦ୍ଧ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି l ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସଭାରେ ଅଧ୍ଯକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା…

ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ସୋମବାର ଦିନ ହରଭଙ୍ଗା ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ସୁବ୍ରତ ପଣ୍ଡା, ଜିଲ୍ଲା ଆରକ୍ଷୀଅଧିକ୍ଷକ ଦେବରାଜ ନାଗୋର କୋଣ୍ଡା,…

ବୌଦ୍ଧ ବିଜୁ ଜନତାଦଳର ଜନ ସମ୍ପର୍କ ପଦଯାତ୍ରା

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବିଜୁ ଜନତାଦଳର ସଭାପତି ମାନ୍ୟବର ନବୀନ ପଟନାୟକଙ୍କ ଆହ୍ୱାନରେ ଆଜି ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଳେଶ୍ୱର ଠାରୁ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସକାଳ ଦଶଘଟିକା ସମୟରେ ତିଳେଶ୍ୱର ବଜାର ଠାରୁ…

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ଼ ତା ୭/୧୦(ହେମନ୍ତ କୁମାର ମାଝୀ)ପଞ୍ଚାୟତ ମହାବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡ୍, ରେଞ୍ଜର୍ ଓ ରୋଭର୍ ୟୁନିଟର ୧୩ ଜଣ ଛାତ୍ରଛାତ୍ରୀ ରାଜ୍ୟପାଳ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିଛି ଦିନ ପୂର୍ବରୁ ଦୁଇଜଣ ଛାତ୍ର ଭୁବନେଶ୍ୱର…

କାଶୀପୁର ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ କାର୍ଯ୍ୟକ୍ରମ

କାଶୀପୁର(ଅଞ୍ଜନ କୁମାର ନାଏକ)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଦଶହରା ଉପଲକ୍ଷେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଦଶହରା ପାଳନ ନିମନ୍ତେ ଶାନ୍ତି  ଯାତ୍ରା ତଥା ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର…

ବିଜେପି ର ସଦସ୍ୟତା ଅଭିଯାନ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ରାଜ୍ୟ ବ୍ୟାପି ବିଜେପି ର ସଦସ୍ୟା ଅଭିଯାନ ଜରିରହିଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଜାରି ରହିଛି ସଦସ୍ୟତା ଅଭିଯାନ । ଆଜି ବୌଦ୍ଧ ଜିଲ୍ଲା ତିଲେସ୍ୱର…