କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା କମିଟିର ବୈଠକ

ଧର୍ମଗଡ଼ ତା ୨୦/ ୧୦( ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ କାର୍ଯ୍ୟାଳୟ ଠାରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା…