ଅନାସ୍ଥାରେ ପଦ ହରାଇଲେ ଆମ୍ବପୁଆ ସରପଞ୍ଚ
ବେଲଗୁଣ୍ଠା-୨୨/୧୧-ସରକାର ବଦଳିବା ପରେ ବିଭିନ୍ନ ପଞ୍ଚାୟତ, ବ୍ଳକ,ଏନ୍.ଏ.ସିରେ ପଦପଦବୀ ମଣ୍ଡନ କରିଥିବା ସରପଞ୍ଚ, ଚେୟାରମେନ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଉଛି ।ଏହି ପରିସ୍ଥିତିରେ ବେଲଗୁଣ୍ଠା ବ୍ଳକ ଆମ୍ବପୁଆ ପଞ୍ଚାୟତର ସରପଞ୍ଚ ନଳିନୀ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଜି…