ପ୍ରେମ ସଂଜୀବନୀ ସ୍ବେଛାକୃତ ରକ୍ତଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ

ହରଭଙ୍ଗା :୧୭/୧୧ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମୋତ୍ସବ ଅବସରରେ ରାମଗଡ଼ ପଞ୍ଚାୟତ ସଭାଗୃହ ଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ” ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ…

ଆସନ୍ତା ଡିସେମ୍ବର ୨୧ ଓ ୨୨ରେ ହେବ ବୁଢ଼ା ଡାଙ୍ଗର ଲୋକ ମହାଉତ୍ସବ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ବୁଢା ଡଙ୍ଗର ଲକୋ ମହୋତ୍ସବ ଆସନ୍ତା ଡିସେମ୍ବର ୨୧ ଓ ୨୨ରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଏଥିପାଇଁ…

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବିକଶିତ ଓଡ଼ିଶା ଗଠନ ରେ ସମବାୟର ଭୂମିକା କୁ ନେଇ ସମବାୟ ସପ୍ତାହ ପାଳନର ଅବସରରେ ଚାରିଛକ ଅଂଶୁଲା ଠାରେ ବୌଦ୍ଧ ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘ ପକ୍ଷରୁ 71 ତମ ନିଖିଳ ଭାରତ ସମବାୟ…

ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦେଇ ପ୍ରବାହିତ ପୁଣ୍ୟାତୋୟା ବୈତରଣୀ ନଦୀ ର ଦସାଶ୍ୱମେଧ ଘାଟରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ପ୍ରତିମା କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ…

ଯାଜପୁରରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ପ୍ରେସ ଡେ ଅବସର ରେ ଯାଜପୁର ରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଏହି ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା…

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବୁଡ଼ା ମଶାରୀ ବଣ୍ଟନ,ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ

ମୁନିଗୁଡା: ୧୬।୧୧ (ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟିକର ପଡ଼ା ଗ୍ରାମରେ ଔଷଧ ବୁଡା ମଶାରୀ ବଣ୍ଟନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ବିଷମ କଟକ ବିଧାୟକ ନୀଳ ମାଧବ ହିକକାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି।ସମ୍ପ୍ରତି ଉପାନ୍ତ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ, ଡେ଼ଙ୍ଗୁ…