ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

ଜିଲ୍ଲାର  ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ  ଧର୍ମଗଡ ତା ୧୬/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ…

ମହାନଦୀ ଶଯ୍ୟାରେ ବଢୁଛି ଶୋଭା,ଭିଡ ଜମେଇଲେଣି ଅତିଥି ପକ୍ଷୀ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ ଙ୍କ…

ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ଚାରିଛକ ସ୍ଥିତ ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୪ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ପରେ…

ପ୍ରଥମ ଓଡ଼ିଶାର ଶିଶୁ ଦିବସ ପାଳନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ଵର, ହାଟଗାଁ, ବଡବନ୍ଧ, ପ୍ରଗଳପୁର, ରାଧା ନଗର , ଖଣ୍ଡହୋତା , ବାହାଲି , ମଥୁରା ଆଦି 8ଟି ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଶିଶୁ ଦିବସ…

ଗଣ୍ଡାପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁଦିବସ ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା

ବୌଦ୍ଧ( ଚିତ୍ତରଞ୍ଜନ ସିଂହ )ଆଜି ସାରାରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଶୁଦିବସ ଅନୁଷ୍ଠିତ ହୋଇଯାଇଛି ଯାହାକି ବୌଦ୍ଧ ଜ଼ିଲ୍ଲାର ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଗଣ୍ଡାପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଶିଶୁଦିବସ ପାଳିତ ହୋଇଯାଇଛି l…

୧୮ ନଭେମ୍ବର ରୁ ଆରମ୍ଭ ହେବ କୁଷ୍ଠ ନିରୁପଣ ଅଭିଯାନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଜିଲା ବ୍ୟାପି କୁଷ୍ଠରୋଗ ଚିହ୍ନଟ…