ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂଗଠନ ପର୍ବ କର୍ମଶାଳା ଅନୁଷ୍ଠିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୮ ନଂ ମଣ୍ଡଳ ପୁରୁଣାକଟକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ଦିନ ସଂଗଠନ ପର୍ବ କର୍ମଶାଳା ମଣ୍ଡଳ ସଭାପତି ବାମନ ବାରିକ ଙ୍କ ଅଧକ୍ଷତାରେ ପୁରୁଣାକଟକ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ…

ନିର୍ମାଣ ଧୀନ ରାସ୍ତା ଉପରେ ବାଡା, କାର୍ଯ୍ୟ ବାଧା ପ୍ରାପ୍ତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଜଗନ୍ନାଥ ସଡ଼କର କୃଷ୍ଣମହୋନପୁର ବଲାଟ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଛି l କିନ୍ତୁ ବୌଦ୍ଧ ପୂର୍ତ୍ତ ବିଭାଗର ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ କାର୍ଯ୍ୟ…

ଅବିଭାବକ ଙ୍କର ସନ୍ଦେହ ଅଭିଯୋଗ ପରେ ବ୍ୟବଛେଦ ପାଇଁ ଶବ ସହ ପ୍ରଶାସନ କୋରାପୁଟ ଅଭିମୁଖେ

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆବାସ ରେ ଚତୁର୍ଥ ଶ୍ରେଣୀ ଅଧ୍ୟନରତ ଛାତ୍ର ଜଣଙ୍କର ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ର ଉପସ୍ଥିତି ରେ ପ୍ରାଥମିକତା…

ଧର୍ମଗଡ଼ ଵସ୍ତିପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନଅ ଦିନ ବ୍ୟାପୀ ରାମାୟଣ ପାଠ ଓ ପ୍ରଵୋଚନ

ଧର୍ମଗଡ଼ ତା ୯/୧୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ରେ କାର୍ତ୍ତିକ ପୂର୍ଣ୍ଣିମୀ ଉପଲକ୍ଷେ ରାମାୟଣ ପାଠ, ପ୍ରଵୋଚନ ଓ ଭଜନ ସନ୍ଧ୍ୟା ପାଳିତ ହେଉଛି ।…

୪ର୍ଥ ଶ୍ରେଣୀ ଛାତ୍ର ଙ୍କର ଝୁଲନ୍ତା ଶବ ଉଦ୍ଧାର

କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ମଧ୍ୟାନ ରେ ଉକ୍ତ ବିଦ୍ୟାଳୟ ରେ ଅଧ୍ୟନରତ ଜଣେ ଛାତ୍ର ନିଜ ବେକରେ…

ଗୋଚାଲାଣ ହେଉଥିବା ବେଳେ ପୋଲିସ୍ ର ଚଢ଼ାଉ; ଟ୍ରକ୍ ସହ ୨୩ ଗାଈ ଉଦ୍ଧାର

ସୋରଡ଼ା ଗୋଶାଳାରେ ଗାଈଙ୍କୁ ଥଇଥାନ ବେଲଗୁଣ୍ଠା: ୮/୧୧ ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗ୍ରାମରୁ ଏକ ଟ୍ରକ୍ ଆନ୍ଧ୍ର ପ୍ରଦେଶ ଯାଉଥିବାର ଖବର ପୋଲିସ୍ ପାଖରେ ପହଞ୍ଚିଥିଲା I ଏହି ଗାଡ଼ିରେ ଗୋଚାଲାଣ ହେଉଥିବା…

ଦୀର୍ଘ ବର୍ଷ ର ସ୍ବପ୍ନ ପୂରଣ ହେବ..ଉପାନ୍ତ ଅଞ୍ଚଳକୁ ଫିଟିବ ରାସ୍ତା

୧୨  କୋଟି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ତଥା, ମୁଖ୍ୟ ସଚେତକ, ଓଡିଶା ସରକାର ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଅପହଞ୍ଚ ଇଲାକା ଉପାନ୍ତ ଅଂଚଳ କଣ୍ଡରା, କାଚପାଯୁ, ସୁଲୁକେଟି ଆଦି ପାଞ୍ଚ…

ବିଜେଡି ଜନସମ୍ପର୍କ ପଦ ଯାତ୍ରା ରେ ସାମିଲ ହେଲେ ପ୍ରଦୀପ ଓ ମହୀଧର

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ସାରା ରାଜ୍ୟରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଚାଲୁଥିବା ବେଳେ ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶେଷ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣାଙ୍କ…

କାଶୀପୁରର ଦୁଇ ଯୁବ ସମାଜସେବୀ ଶିବରାମ ଓ ଭଗବାନଙ୍କୁ ସମ୍ମାନିତ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଦୁଇ ଯୁବ ସମାଜସେବୀ ଶିବରାମ ନାଏକ ଓ ଭଗବାନ ମାଝି ଙ୍କୁ ଅଞ୍ଚଳରେ ତାଙ୍କ ଅତୁଳନୀୟ ସମାଜସେବା ପାଇଁ ସମତା ସ୍ୱରାଜ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ଅବସରରେ…