ଅନୁସୂଚିତ ଜାତି ମାନଙ୍କ ଚାକିରୀ ଅନ୍ୟ କୁ ଦେବା ବରଦାସ୍ତ କରାଯିବ ନାହିଁ :-OBC-ST-SC ମିଳିତ ମହାସଂଘ
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଗତ 29 ତାରିଖ ଦିନ ଓଡିଶା ବିଧାନସଭାରେ ବିଧାୟକ ଅରୁଣ ସାହୁ ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେଉଁ ଉତ୍ତର ଦେଇଛନ୍ତି, ତାହା ଓଡିଶା ର ବହୁଜନ ସମାଜ ଉପରେ…