ଫାଲକୋନ ପାଇଁ ହେଉଥିବା ଅସୁବିଧାର ପ୍ରତିକାର ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର (୧୧/୦୧) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅଧୀନ ବାସୁବ୍ରହ୍ମପୁର, ନାଚିନ୍ତା, ମଣ୍ଡଳଶାସନ ଏବଂ ରେମୁଣା ବ୍ଲକ ମହାରାଜପୁର ଗ୍ରାମପଞ୍ଚାୟତର ଗ୍ରାମବାସୀ ମାନଙ୍କ ଅଭିଯୋଗ ଆଧାରରେ :- ଆଠ ବର୍ଷ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା…