ସଂରକ୍ଷିତ ଜଙ୍ଗଲ କୁ କାଟି ରାସ୍ତା ନିର୍ମାଣ ପୁଣି ରାଜସ୍ୱ ଜମିରେ ବ୍ୟବସାୟ ଭିତ୍ତିକ ନୀଳଗିରି ଚାଷ
ଅଭିଯୋଗ ପରେ ଚେଇଁ ଶୋଇଛି ଉଭୟ ବିଭାଗ କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ତହସିଲ ଓ କାଶୀପୁର ବନାଞ୍ଚଳ ଅଧିନ ରେ ଥିବା ଏକ ସଂରକ୍ଷିତ ଜଙ୍ଗଲ ଓ ସଂଲଗ୍ନ ରେ ଥିବା ଏକ ବିରାଟ ରାଜସ୍ୱ…