ଓଡିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ
କେସିଙ୍ଗା (ପ୍ରୀତେଶ ପଟେଲ)କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରେ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାରବେହେରାଙ୍କ ସଭାପତିତ୍ବରେ ସଫଳତାର ସହ ଆୟୋଜିତ…