ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ବୌଦ୍ଧ(ଚିତ୍ତରଞ୍ଜନ ସିଂ)ଶନିବାର ଦିନ ଦିବା 1 ଘଣ୍ଟା ସମୟରେ ବୌଦ୍ଧ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା l ବୌଦ୍ଧ ବ୍ଲକର ବାଉଁଶୁଣୀ, ସାହାଜପାଲ୍, ମୁଣ୍ଡିପଦର, ଡମ୍ବରୁଗଡ, ବଢିଗାଁ ଆଦି ଅଂଚଳ…