ଓଡିଶା ବ୍ରାହ୍ମଣ ମହାସଭାର ଅଷ୍ଟମ ସାଧାରଣ ବୈଠକ
ଢେଙ୍କାନାଳ, ୨୩/୨: ସ୍ଥାନୀୟ ଶ୍ରୀ ଶ୍ରୀ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ମନ୍ଦିର ଠାରେ ଅଜି ଓଡିଶା ବ୍ରାହ୍ମଣ ମହାସଭା ଅନୁବନ୍ଧିତ ଢେଙ୍କାନାଳ ଜିଲ୍ଲା ଶାଖାର ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ପ୍ରେମାନନ୍ଦ ଦାଶ ସଭାପତିତ୍ୱ କରିଥିଲେ…