ଚାରିଛକଠାରେ ଶ୍ରୀବନ୍ତ ମେହେରଙ୍କ ସ୍ମୃତିସଭା ଅନୁଷ୍ଠିତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଆଜି ସ୍ଥାନୀୟ ଅଂଶୁଲାପନ୍ଥୀକ ଠାରେ ବିଜୁ ଜନତାଦଳ ବାଣୀଭୂଷଣ ପୁର ପଞ୍ଚାୟତ କମିଟି ପକ୍ଷରୁ ଜନକ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ମୃତିସଭାରେ ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବହୁମୁଖି ପ୍ରତିଭାର…