କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ ର ବ୍ଲକ ସ୍ତରୀୟ ବୈଠକ

କେସିଙ୍ଗା ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତୁର୍ଲା ଉପ ମଣ୍ଡଳ ଅଧୀନ ସିନ୍ଧିବାହାଳୀ ଗ୍ରାମରେ କ୍ଷେତ୍ରୀୟ ପାଇକ ସମାଜ ର ବ୍ଲକ ସ୍ତରୀୟ ସଭାପତି ପ୍ରସନ୍ନ ଚିନ୍ଦା ଓ ସମ୍ପାଦକ ହିମାଞ୍ଚଳ କଂହର ଙ୍କ ଅଧ୍ୟକ୍ଷତା ରେ ବ୍ଲକ…

ଉଜୁଡିଲା ଔଷଧୀୟ ବୃକ୍ଷ ଉଦ୍ୟାନ,ତାର ବାଡ଼ ଚୋରି ସହିତ ପାଲଟିଛି ଚାଷୀଙ୍କ ଖଳା, ବିଭାଗ ନିଦାବିଷ୍ଣୁ

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ ). ପରିବେଶ ପ୍ରଦୂଷଣ ନିୟନ୍ତ୍ରିତ, ତାପମାତ୍ରା ହ୍ରାସ ଓ ଔଷଧୀୟ ବୃକ୍ଷ ର ଅଭାବୀ ନେଇ ବୌଦ୍ଧ ବନଖଣ୍ଡ ପକ୍ଷରୁ ସାମ୍ପୋଚ ପଂଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଜଗନ୍ନାଥ ସଡ଼କ କଡରେ ପ୍ରାୟ 3ଏକର ବିଶିଷ୍ଟ…

ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ମହୁଲ ଗୋଟାଳି ଅଭାବୀ ବିକ୍ରିର ଶିକାର

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) : ଫଗୁଣ ଆସିଲେ ମହୁଲ ଗଛ ରେ ପେନ୍ଥା ପେନ୍ଥା ମହୁଲ ଫୁଲ ଫୁଟି ଥାଏ, ଏହି ଫୁଲ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ରୋଜଗାର ର ଏକ ମାଧ୍ୟମ ସାଜି ଥାଏ, ସେଥିପାଇଁ ଭୋର୍ ରୁ ଜଙ୍ଗଲ…

ମୃତକଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ

ଧର୍ମଗଡ଼ ତା ୨୯/୩(ହେମନ୍ତ କୁମାର ମାଝୀ)ବଜ୍ରାଘାତରେ ପ୍ରାଣ ହରାଇଥିବା ଜନୈକ ହିତାଧିକାରୀଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରାଯାଇଛି। ଗତ ବର୍ଷ ମେ ମାସ ୨୯ ତାରିଖ ଦିନ ଧର୍ମଗଡ଼ ବ୍ଲକ…

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ବୌଦ୍ଧ : (ଚିତ୍ତରଞ୍ଜନ ସିଂ )ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବୌଦ୍ଧ (ଚିତ୍ତରଞ୍ଜନ ସିଂହ) କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ସୁବତ୍ର କୁମାର ପଣ୍ଡାଙ୍କ…

ନିଦରେ ଶୋଇଛି ଖଣି ବିଭାଗ ବ୍ଲାଷ୍ଟିଙ୍ଗ କରି ପାହାଡକୁ ଲୁଟୁଛନ୍ତି ପଥର ମାଫିଆ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଚାଲିଛି ଅବାଧ ପଥର ବ୍ଲାଷ୍ଟିଙ୍ଗ।ବେଆଇନ ବ୍ଲାଷ୍ଟିଙ୍ଗ କରି ପାହାଡ଼ରୁ ପଥର ଲୁଟୁଛନ୍ତି ମାଫିଆ।ବିଲୁପ୍ତ ହୋଇଗଲାଣି ଅଧା ପାହାଡ।କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଖଣି ବିଭାଗ। ଘନଘନ ପଥର ବିସ୍ପୋରଣର ବିକଟାଳ ଶବ୍ଦରେ କମ୍ପୁଛି ଅଞ୍ଚଳ। ଥରି ଉଠୁଛି ଘରଦ୍ୱାର।ଦୁର୍ବିସହ…

ଜୋର୍ ଧରିଲା ଅମ୍ବାଦଳାକୁ ବ୍ଳକ୍ ମାନ୍ୟତା

ମୁନିଗୁଡା : (ରମାକାନ୍ତ ପୋଡାଳ )ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥି ପୂର୍ବରୁ ନୂତନ ବୃକ୍ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ସ୍ଥାନରୁ ନୂତନ ବୃକ୍ ଗଠନ ଦାବି ଉଠିବାରେ ଲାଗିଥିବା ବେଳେ ମୁନିଗୁଡା ବ୍ଲକ୍‌ରୁ…