ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ
ଧର୍ମଗଡ଼ ତା ୬/୩(ହେମନ୍ତ କୁମାର ମାଝୀ)ଓଡ଼ିଶାର ବହୁବିଧ ବିକାଶ ସହ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ଧର୍ମଗଡ଼ ବିଜୁ ଜନତା ଦଳ ତରଫରୁ…