ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏନଏସି ପକ୍ଷରୁ ଜଳ ଛତ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବୌଦ୍ଧ ଏନଏସି ପକ୍ଷରୁ ଖୋଲା ଯାଇଥିବା ଏକ ଜଳ ଛତ୍ରକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା l ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ସମ୍ମୁଖ ବୌଦ୍ଧ –…