କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦଯାପିତ
କେସିଙ୍ଗା (ପ୍ରୀତେଶ ପଟେଲ )ଛାତ୍ରୀ ର ଆତ୍ମସୁରକ୍ଷା ହିଁ ଛାତ୍ରୀ ର ଜୀବନ ରକ୍ଷା, ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଟାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଇତିମଧ୍ୟରେ ମହାସମାରୋହରେ ଉଦଯାପିତ ହୋଇଯାଇଅଛି ।…