ସ୍ନାତକୋତ୍ତର ଇଂରାଜୀ ବିଭାଗରେ ବିଶ୍ଵ ପୁସ୍ତକ ଦିବସ ଅବସରରେ ଲିଟରାରୀ କାର୍ଣିଭାଲ ଅନୁଷ୍ଠିତ
ପୁରୀ : (ମନୋଜ କୁମାର ବଳିଆରସିଂ )ସ୍ନାତକୋତ୍ତର ଇଂରାଜୀ ବିଭାଗରେ ବିଶ୍ଵ ପୁସ୍ତକ ଦିବସ ଅବସରରେ ଏକ ଲିଟରାରୀ କାର୍ଣିଭାଲ ଅନୁଷ୍ଠିତ ହୋଇଯାଇଛି l ଏସ୍. ସି. ଏସ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ମିହିର ପ୍ରସାଦ ମିଶ୍ର ଙ୍କ…