ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନ,ଏନ.ସି ପାଇଲା l ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି l ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନ.ଏ.ସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।ଏବେ ଜିଲ୍ଲାରେ ମୋଟ ୫ ଟି ନୁତନ ଏନ.ଏ.ସି ର ମାନ୍ୟତା ପ୍ରଦାନ କରାଗଲା. ୫ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।ପରେ ଜିଲ୍ଲାର ଉଲୁଣ୍ଡା ,ସୁବଳୟାକୁ ଏନ,ଏ ସି ଘୋଷଣା କରିବାକୁ ଅନ୍ଦୋଳନ କରିଥିଲେ ।

ଲୋକଙ୍କ ଦାବୀକୁ ଆଖିଆଗରେ ରିଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନ.ଏ ସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନ.ଏ .ସି ଘୋଷଣା ପରେ ଉଲୁଣ୍ଡା,ସୁବଳୟା ଏବଂ ରାମପୁରରେ ଲୋଲଙ୍କ ମଧ୍ୟରେ ଖୁସିର ମହୁଲ ଦେଖଦେଇଛି ।ସ୍ଥାନୀୟ ଜନସାରଣ ମଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏବଂ ୫ ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଲୋକେ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣଇଛନ୍ତି l

ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।ପରେ ଜିଲ୍ଲାର ଉଲୁଣ୍ଡା ,ସୁବଳୟାକୁ ଏନ,ଏ ସି ଘୋଷଣା କରିବାକୁ ଲୋକେ ଅନ୍ଦୋଳନ କରିଥିଲେ l ଲୋକଙ୍କ ଦାବୀକୁ ଆଖି ଆଗରେ ରଖି ଏହି ତିନୋଟି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଏନ.ଏ ସିର ମାନ୍ୟତା ଦେଇଛନ୍ତି । ଏହି ତିନୋଟି ଏନ.ଏ .ସି ଘୋଷଣା ପରେ ଉଲୁଣ୍ଡା,ସୁବଳୟା ଏବଂ ରାମପୁରରେ ଲୋଲଙ୍କ ମଧ୍ୟରେ ଖୁସିର ମହୁଲ ଦେଖଦେଇଛି l ସ୍ଥାନୀୟ ଜନସାରଣ ମଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏବଂ ୫ ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଲୋକେ ଧନ୍ୟାବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି l