ଭୁବନେଶ୍ୱର : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ବିଷମକଟକ ଜଗନ୍ନାଥ ସାରକା, ଗୁଣପୁର ରଘୁନାଥ ଗମାଙ୍ଗ, ରାୟଗଡା ଅନସୂୟା ମାଝୀ, ବରଗଡ ଦେବେଶ ଆଚାର୍ଯ୍ୟ, ବିଜେପୁର ରିତା ସାହୁ, ଅତାବିରା ସ୍ନେହାଙ୍ଗିନୀ ଛୁରିଆ, ଭଟଲି ସୁଶାନ୍ତ ସିଂହ, ଜଳେଶ୍ୱର ଅଶ୍ୱିନୀ ପାତ୍ର, ବସ୍ତା ସୁବାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜୀବ ମଲ୍ଲିକ, ଭଦ୍ରକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ, ଧାମନଗର ସଞ୍ଜୟ ଦାସ, ଚାନ୍ଦବାଲି ବ୍ୟୋମକେଶ ରାୟ, ବିଂଝାରପୁର ପ୍ରମିଳା ମଲ୍ଲିକ, ଧର୍ମଶାଳା ପ୍ରଣବ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗର ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗ ନୃସିଂହ ସାହୁ, ପାଲଲହଡା ମୁକେଶ ପାଲ, ଛେଣ୍ଡିପଦା ସୁଶାନ୍ତ ବେହେରା, ସୋନପୁର ନିରଞ୍ଜନ ପୂଜାରୀ, ଲୋଇସିଂହା ନିହାର ବେହେରା, ପାଟଣାଗଡ ସରୋଜ ମେହେର, ବଲାଙ୍ଗୀର କଲିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ, ଉମରକୋଟ ନବୀନା ନାଏକ, ଝରିଗାଁ ରମେଶ ମାଝୀ, ନବରଙ୍ଗପୁର କୌଶଲ୍ୟା ପ୍ରଧାନୀ, ଡାବୁଗାଁ ମନୋହର ରନ୍ଧାରୀ, ଲାଞ୍ଜିଗଡ ପ୍ରଦୀପ ଦିଶାରୀ, ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ଲତିକା ନାଏକ, ଜି.ଉଦୟଗିରି ସାଲୁଗା ପ୍ରଧାନା
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି,ଯାଜପୁର ରୁ ସୁଜାତା ସାହୁ
Related Posts
ଅଷ୍ଟମ ଗଡା଼ଜାତ ଲୋକମହୋତ୍ସବ ଉଦଯାପିତ,ଉମାକାନ୍ତ ବାରିକ ଙ୍କ ଗୀତ ରେ ଝୁମିଲେ ଦର୍ଶକ
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବିରନର ସିଂହପୁର ଠାରେ ଚଳିତ ବର୍ଷ ଅଷ୍ଟମ ଗଡଜାତ ଲୋକ ମହୋତ୍ସବ ଅନ୍ତିମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। l ଆଜି ଗଡଜାତ ମହୋତ୍ସବର ସଭାପତି ବିଶ୍ୱଜିତ ମିଶ୍ର ଙ୍କ…
ସ୍ୱାସ୍ଥ୍ୟମନ୍ତ୍ରୀ ବୁଲିଲେ ଧର୍ମଗଡ ଉପଖଣ୍ଡର ବିଭିନ୍ନ ମଣ୍ଡି
ମଣ୍ଡି ରେ ଚାଷି ଙ୍କ ଆନୁସଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା ଧର୍ମଗଡ/୧୯/୧୨( ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଗୁରୁବାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗସ୍ତ ରେ ଆସି ଜୁନାଗଡ଼, କଲମପୁର,କୋକସରା ଓ ଧର୍ମଗଡ ବ୍ଲକ…