ଭୁବନେଶ୍ବର ; (ସଞ୍ଜୟ ମହାନ୍ତି )କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ ୨୯ ଜଣ ଅଛନ୍ତି।
ଏଆଇସିସି ଦ୍ୱାରା ଜାରି କରାଯାଇଥିବା ପ୍ରାର୍ଥୀ ତାଲିକା –
୧. ପଦ୍ମପୁର- ଟଙ୍କଧର ସାହୁ
୨. ବିଜେପୁର- କିଶୋର ଦଫାଦାର
୩. ବରଗଡ଼- ନିପନ ଦାସ
୪. ଭଟଲୀ- ବ୍ରହ୍ମା ମହାକୁଡ଼
୫. ବ୍ରଜରାଜନଗର- କିଶୋର ପଟେଲ
୬. ତଳସରା- ପ୍ରବୋଧ ତିର୍କୀ
୭. ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
୮. ବୀରମିତ୍ରପୁର – ଜେଏମଏମ ପ୍ରାର୍ଥୀ ଦେବ
୯. ରଘୁନାଥପାଲୀ- ଗୋପାଳ ଦାସ
୧୦. ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
୧୧. ରାଜଗାଙ୍ଗପୁର- ରାଜନ ଏକ୍କା
୧୨. ବଣାଇ – ସିପିଆଇଏମ ପ୍ରାର୍ଥୀ ଦେବ
୧୩. ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
୧୪ ପାଟଣାଗଡ଼- ଅନୀଲ ମେହେର
୧୫. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
୧୬. କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
୧୭. ନୂଆପଡା – ଶରତ ପଟ୍ଟନାୟକ
୧୮. ଉମରକୋଟ- ସନରାଜ ଗଣ୍ଡ
୧୯. ଝରିଗାଁ- ହାରାବତୀ ଗଣ୍ଡ
୨୦. ନବରଙ୍ଗପୁର- ଦିଲୀପ ପ୍ରଧାନୀ
୨୧. ଡାବୁଗାଁ- ଲିପିକା ମାଝୀ
୨୨. ଲାଞ୍ଜିଗଡ଼- ବଳଭଦ୍ର ମାଝୀ
୨୩. ଜୁନାଗଡ଼- ତୁଳେଶ୍ବର ନାଏକ
୨୪. ଧର୍ମଗଡ଼- ରଶ୍ମୀରେଖା ରାଉତ
୨୫. ଭବାନୀପାଟଣା- ସାଗର ଦାସ
୨୬. ନର୍ଲା- ଭକ୍ତ ଚରଣ ଦାସ
୨୭. ବାଲିଗୁଡ଼ା- ସୁରଦ ପ୍ରଧାନ
୨୮. ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
୨୯. ଫୁଲବାଣୀ- ପ୍ରତିଭା କହଁର
୩୦. କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
୩୧. ବୌଦ୍ଧ- ନବ ମିଶ୍ର
୩୨. ଭଂଜନଗର- ପ୍ରଶାନ୍ତ ବିଷୋୟୀ
୩୩. ପୋଲସରା- ଅଗସ୍ତୀ ବରଦା
୩୪. କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
୩୫. ସୋରଡ଼ା- ହରିକ୍ରିଷ୍ଣା ରଥ
୩୬. ସାନଖେମୁଣ୍ଡି- ରମେଶ ଜେନା
୩୭. ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
୩୮. ମୋହନା- ଦାଶରଥୀ ଗମାଙ୍ଗ
୩୯. ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୪୦. ଗୁଣପୁର- ସତ୍ୟଜିତ ଗମାଙ୍ଗ,
୪୧. ବିଷମକଟକ- ନୀଳମାଧବ ହିକକା
୪୨. ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
୪୩. ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
୪୪. କୋଟପାଡ଼- ଅନାମ ଦିଆନ
୪୫. ଜୟପୁର- ତାରା ବାହିନୀପତି
୪୬. କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୭. ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
୪୮. ମାଲକାନଗିରି- ମାଲା ମାଢ଼ୀ
୪୯. ଚିତ୍ରକୋଣ୍ଡା- ମଙ୍ଗୁ ଖିଲ
ସେହିପରି ୨୦୨୪ ନିର୍ବାଚନ ପାଇଁ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।
ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
୧. ବରଗଡ଼ – ସଂଜୟ ଭୋଇ
୨. ସୁନ୍ଦରଗଡ଼ – ଜନାର୍ଦ୍ଦନ ଦେହୁରୀ
୩. ବଲାଙ୍ଗିର – ମନୋଜ ମିଶ୍ର
୪. କଳାହାଣ୍ଡି – ଦ୍ରୌପଦୀ ମାଝୀ
୫. ନବରଙ୍ଗପୁର – ଭୁଜବଳ ମାଝୀ
୬. କନ୍ଧମାଳ – ଅମିର ଚାନ୍ଦ ନାୟକ
୭. ବ୍ରହ୍ମପୁର – ରଶ୍ମିରଂଜନ ପଟ୍ଟନାୟକ
୮. କୋରାପୁଟ – ସପ୍ତଗିରି ଉଲାକା
ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ।