ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି।
ଯାଜପୁର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ସ୍ମୃତିରେଖା ପହି ଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ହେଲେ ଦଳୀୟ ବହୁ ଆଶାୟୀ ପାର୍ଥୀ ଓ ସେମାନଙ୍କ ଶହ ଶହ ସମର୍ଥକ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି। ବିଜେପି ଦଳର ଅନ୍ୟତମ ଟିକେଟ ଆଶାୟୀ ହିମାଂଶୁ ଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା କରିଥିବା ସୂଚନା ମିଳିଛି । ତେବେ ବିଜେପି ପ୍ରକାଶ କରିଥିବା ତାଲିକା ରେ ;-
ପଦ୍ମପୁର – ଶ୍ରୀ ଗୋବର୍ଦ୍ଧନ ଭୋଇ
ବିଜେପୁର-ଶ୍ରୀ ସନ୍ନତ କୁମାର ଗତିଆ
ବରଗଡ଼- ଅଶ୍ଵନୀ କୁମାର ଷଡଙ୍ଗୀ
ଅତାବିରା-ନିହାର ରଞ୍ଜନ ମହାନନ୍ଦ
ବ୍ରଜରାଜନଗର- ସୁରେଶ ପୂଜାରୀ
ଝାରସୁଗୁଡ଼ା-ଟଙ୍କଧର ତ୍ରିପାଠୀ
ତାଳସରା- ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବିରମିତ୍ରପୁର- ଶ୍ରୀଶଙ୍କର ଓରାମ
ରଘୁନାଥପାଲି- ଦୁର୍ଗାଚରଣ ଟାଣ୍ଟି
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
କୁଚିଣ୍ଡା- ରବିନାରାୟଣ ନାୟକ
ରେଙ୍ଗାଲି- ନାଉରୀ ନାଏକ
ସମ୍ବଲପୁର-ଜୟନାରାୟଣ ମିଶ୍ର
ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଦଡ- ସୁବାସ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ କୁମାର ସେଠୀ
କେନ୍ଦୁଝର- ମୋହନଚରଣ ମାଝି
ଯଶୀପୁର- ଗଣେଶ ରାମସିଂ ଖୁଣ୍ଟିଆ
ଉଦଳା-ଭାସ୍କର ମଢେଇ
ବଡସାହି- ସନାତନ ବିଜୁଳି
……………………
ବାରିପଦା- ପ୍ରକାଶ ସୁରେନ
ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ଵର- ବ୍ରଜ ପ୍ରଧାନ
ବାଲେଶ୍ଵର-ମାନସ କୁମାର ଦତ୍ତ
ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ
ସୋର-ରାଜେନ୍ଦ୍ର ଦାସ
ସିମୁଳିଆ-ପଦ୍ମଲୋଚନ ପଣ୍ଡା
ଭଦ୍ରକ-ସୀତାଶୁଂ ଶେଖର ମହାପାତ୍ର
ଧାମନଗର-ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି-ମନମୋହନ ସାମଲ
ବିଞ୍ଝାରପୁର-ବବିତା ମଲ୍ଲିକ
ବଡଚଣା-ଅମର କୁମାର ନାୟକ
ଧର୍ମଶାଳା-ସ୍ମୃତିରେଖା ପହି
ଯାଜପୁର-ଗୌତମ ରାୟ
କୋରେଇ-ଆକାଶ ଦାସନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
…………………………
ଢେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର-ଶତ୍ରୁଘ୍ନ ଜେନା
ପରଜଙ୍ଗ-ବିଭୁତି ଭୂଷଣ ପ୍ରଧାନ
ପାଲଲହଡା-ଅଶୋକ ମହାନ୍ତି
ତାଳଚେର-କାଳନ୍ଦି ଚରଣ ସାମଲ
ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା- ଅଗସ୍ତି ବେହେରା
ଆଠମଲ୍ଲିକ-ସଂଜବୀ ସାହୁ
ବିରମହାରାଜପୁର-ରଘୁନାଥ ଜଗଦଳା
ସୋନପୁର-ପ୍ରମୋଦ ମହାପାତ୍ର
ଲୋଇସିଂହା- ମୁକେଶ ମହାଲିଙ୍ଗ
ପାଟଣାଗଡ-କନକବନର୍ଦ୍ଧନ ସିଂହଦେଓ
ବଲାଙ୍ଗିର-ଗୋପାଳ ଜୀ ପାଣିଗ୍ରାହୀ
ଟିଟିଲାଗଡ- ନବୀନ ଜେନ
କଣ୍ଟାବାଞ୍ଜି-ଲକ୍ଷ୍ଣଣ ବାଗ
ନୂଆପଡା-ଅଭିନନ୍ଦନ କୁମାର ପଣ୍ଡା
…………………….
ଖଡିଆଳ-ହିତେଶ କୁମାର ବଗର୍ତ୍ତି
ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର-ଗୌରୀଶଙ୍କର ମାଝି
ଲାଂଜିଗଡ-ରମେଶ ଚନ୍ଦ୍ର ମାଝି
ଜୁନାଗଡ-ମନୋଜ କୁମାର ମେହେର
ଧର୍ମଗଡ-ସୁଧୀର ପାଟ୍ଟଜୋଶୀ
ଭବାନୀପାଟଣା- ପ୍ରଦୀପ୍ତ କୁମାର ନାୟକ
ନର୍ଲା-ଅନିରୁଦ୍ଧ ପ୍ରଧାନ
ବାଲିଗୁଡା-କଳ୍ପନା କୁମାର କନହର
ଜି.ଉଦୟଗିରି-ମନଗୋବିନ୍ଦ ପ୍ରଧାନ
ଫୁଲବାଣୀ-ଉମାଚରଣ ମଲ୍ଲିକ
କଣ୍ଟାମାଳ- କହ୍ନେଇଚରଣ ଡଙ୍ଗା
ବୌଦ୍ଧ- ସରୋଜ ପ୍ରଧାନ
ବଡମ୍ବା- ସମ୍ବିତ ତ୍ରିପାଠୀ
ବାଙ୍କି- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ-ଅଭୟ କୁମାର ବାରିକ
ଚୌଦ୍ଵାର-କଟକ- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ-ସଦର- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡେଇ
ପାଟକୁରା- ତେଜେଶ୍ଵର ପରିଡା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡା- ଦୁର୍ଗାପ୍ରସନ୍ନ ନାୟକ
ପାରାଦ୍ଵୀପ- ସମ୍ପଦ କୁମାର ସ୍ଵାଇଁ
ତିର୍ତ୍ତୋଲ-ରାଜକିଶୋର ବେହେରା
ନିମାପଡା- ପ୍ରଭାତୀ ପରିଡା
ପୁରୀ- ଜୟନ୍ତ କୁମାର ଷଡଙ୍ଗୀ
ବ୍ରହ୍ମଗିରି- ଉପାସନା ମହାପାତ୍ର
ସତ୍ୟବାଦୀ- ଓମ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢାଲି
ଭୁବନେଶ୍ଵର ମଧ୍ୟ- ଶ୍ରୀଜଗନ୍ନାଥ ପ୍ରଧାନ
ଭୁବନେଶ୍ଵର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ଵର- ବାବୁ ସିଂ
ଜଟଣୀ- ବିଶ୍ଵରଂଜନ ବଡଜେନା
ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ
ରଣପୁର-ତାପସ ରଂଜନ ମାର୍ଥ
ଖଣ୍ଡପଡା- ଦୁଷ୍ମନ୍ତ ସ୍ଵାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ- ପ୍ରତ୍ୟୁଷା ରାଜେଶ୍ଵରୀ ସିଂ
ଭଂଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସ୍କା- ସରୋଜ କୁମାର ପାଢି
ସୋରଡା- ନୀଳମଣି ବିଷୋଇ
ହିଞ୍ଜିଳି-ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଭୂଷଣ ଜେନା
ବ୍ରହ୍ମପୁର-କେ. ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଂଜନ ଦୟାନ ସାମନ୍ତରାୟ
ପାରଳାଖେମୁଣ୍ଡି-କେ ନାରାୟଣ ରାଓ
ଗୁଣପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟାଙ୍ଗି- ଚୈତନ୍ୟ ହନ୍ତଲ
ମାଲକାନଗିରି- ନରସିଂହ ମାଡକାମୀ