ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଜିଲ୍ଲା କରଡ଼ି ସ୍ଥିତ ବାବା ଚମ୍ପେଶ୍ୱର ବାବା ଙ୍କ ଆଶିର୍ବାଦ ଭିକ୍ଷା କରି ଆଜି ପ୍ରଚାର ମଇଦାନ କୁ ଓହ୍ଲାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ। ତାଙ୍କ ପାଇଁ ତାଙ୍କ ଧର୍ମ ପତ୍ନୀ ତଥା ବର୍ତ୍ତମାନର ମ ହରଭଙ୍ଗ। ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ଘର ଘର ବୁଲି ସ୍ଵାମୀ ଙ୍କ ପାଇଁ ଭୋଟ ମାଗୁଛନ୍ତି।

ଆଜି ହରଭଙ୍ଗା ବ୍ଲକ ଅଞ୍ଚଳ ର ବିଭିନ୍ନ ଅଞ୍ଚଳ କୁ ଯାଇ ଘର ଘର କୁ ଯାଇ ନିଜ ସ୍ୱାମୀ ଙ୍କ ପାଇଁ ପ୍ରଚାର କରିଛନ୍ତି l ପ୍ରଧାମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ବିଜୟରେ ବୁଝାଇବା ସହିତ ପୁଣି ଥରେ ମୋଦି ସରକାର୍ ଓ ଓଡ଼ିଶାରେ ବିଜେପି ସରକାର ଆଣିବା ପାଇଁ ନିବେଦନ କରିବା ସହିତ ବୌଦ୍ଧ ରେ ନିଜ ସ୍ବାମୀଙ୍କୁ ପଦ୍ମ ଫୁଲ ଚିହ୍ନ ରେ ବଟନ୍ ଦବାଇ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି।