ଧର୍ମଗଡ଼ ତା ୮/୮/୨୪ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ , ନଗର ପାଲ ଅଶୋକ ମହାନ୍ତି ନଗର ସଭାପତି ହରେକୃଷ୍ଣ ପଣ୍ଡା, ପୂର୍ବତନ ନଗର ସଭାପତି ହେମନ୍ତ ମାଝୀ, ପୂର୍ବତନ ଓ,ଵି,ସି ରାଜ୍ୟ ସଂପାଦକ ଜନ୍ମେଜୟ ନାଏକ, ବରିଷ୍ଟ ବିଜେପି ନେତା ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ମନିଦ୍ର ଭୂଷଣ ପାତ୍ର, ବଲାଙ୍ଗୀର ଜିଲ୍ଳା ଯୁବମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ, ନଗର ସାଧାରଣ ସମ୍ପାଦକ ଡମ୍ବରୁ ଧର ଠାକୁର, ପୂର୍ବତନ ସରପଞ୍ଚ ଧନୀଦ୍ର ନାଏକ, ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଚତୁର ଭୂଜ ତାଣ୍ଡି, ଖଇରପଦର ମଣ୍ଡଳ ଉପସଭାପତି ବଳରାମ ସା , ବାଞ୍ଛାନିଧି ଯୋଶୀ ସମେତ ଵହୁ କାର୍ଯ୍ୟ କର୍ତ୍ତା ବିଧାୟକ ସହିତ ଵୁଲିଥିଲେ ଏଵଂ ପାନୀୟ ଜଳ ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ସମସ୍ୟା ପଚାରି ବୁଝିଥିଲେ।

ଏଵଂ ଅନେକ ସମସ୍ୟା ଵୁଝିଲେ ଏଵଂ ଖୁବଶିଘ୍ର ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଶ୍ରୀ ପାଟଯୋଶୀ ପଡ଼ା ପଡ଼ା ବୁଲୁଥିବା ନେଇ ପଡା ରେ ଅନେକ ଲୋକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ