ଧର୍ମଗଡ଼ ତା ୧୨/୮/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ର ବାଲ୍ୟ ଵୋଳଵମ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଭକ୍ତ କେନାଲ ରୁ ଜଳ ଉଠାଇ ରୁଦ୍ରେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ୫କିମି ଗୁରୁଣ୍ଡି ଗୁରୁଣ୍ଡି ଜଳାଭିଷେକ କରିଥିଲେ।

ଏହି ନାଗ ଵମ ଦେଖିବା ପାଇଁ ପ୍ରବଳ ଭିଡ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଉକ୍ତି ଭାଵ ସୃଷ୍ଟି କରିଥିଲେ ଜଳଲାଗି କରିବାକୁ ଯାଉଥିବା ଏହି ଭକ୍ତ ମାନେ ନାବାଳକ ହୋଇଥିବା ରୁ ସେମାନଙ୍କୁ ଦେଖିବା ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା। ଏହି ଭକ୍ତ ମାନେ ଯାଉଥିବା ରାସ୍ତା ଉପରେ କିଏ ଫୁଲ, କ୍ଷୀର, ପାଣି,ତୋ କିଏ ନିମ୍ବ ପତ୍ର ପକାଇ ସେମାନଙ୍କ ର କଷ୍ଟ ରାଘବ ପାଇଁ ଚେଷ୍ଟା କରୁଥିଲେ। କିଏ ଵୋଳ ଵମ ଓ ହୁଳହୁଳି ରେ ସହର କମ୍ପି ଉଠୁଥିବା ଦେଖିବାକୁ ମିଳିଥିଲା।